ଡିଭାଇଡରରେ ପିଟିହେଲା ଟ୍ରାଭେଲର : ଜଣେ ଆହତ
ଛତ୍ରପୁର : ହଠାତ୍ ଗାଈ ଚାଲି ଆସିବାରୁ ଡିଭାଇଡରରେ ପିଟିହେଲା ଟ୍ରାଭେଲର, ଜଣେ ଆହତ । ଏକ ଟ୍ରାଭେଲର ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଚମାଖଣ୍ଡି ଥାନା ଜାତୀୟ ରାଜପଥରେ ଡିଭାଇଡରକୁ ଧକ୍କା ଦେଇଛି । ଆହତ ଜଣଙ୍କ ହେଉଛନ୍ତି ଜାଭେଦ ଖାନ (୪୦ ବର୍ଷ) । ଜାତୀୟ ରାଜପଥ ପୁଲିସ!-->…
Read More...
Read More...