Browsing Tag

boudh news

ଘଣ୍ଟାପଡା ଛକକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କଲେ ସରପଞ୍ଚ

ବୌଦ୍ଧ,(ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଘଣ୍ଟାପଡା ବଜାର ଛକରେ ୭ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଘଣ୍ଟାପଡା ସବପଞ୍ଚ ଜିତେନ୍ଦ୍ର କୁମାର ଦେହୁରୀ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛନ୍ତି । ଗୋଷ୍ଠୀ ସଂକ୍ରମଣରୁ ଜନସାଧାରଣଙ୍କୁ ସୁରକ୍ଷା ଓ ସଚେତନତା କରିବା ପାଇଁ ୨୫
Read More...

ଭୂମିହୀନ ଦେବହରୀଙ୍କୁ କେବେ ମିଳିବ ଜମି ?

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଉମା ଗ୍ରାମର ଅନୁସୂଚିତ ଜନଜାତି ତଥା ଭୂମିହୀନ ଦେବହରୀ ପାଣ୍ତେ(୬୮) ଦୀର୍ଘ ବର୍ଷ ହେଲା ସରକାରୀ ଜମି ଖଣ୍ତେ ପାଇବା ପାଇଁ ବିଭିନ୍ନ ସରକାରୀ କାର୍ୟ୍ୟାଳୟ ଧାଇଁ ଧାଇଁ ହାରିଗୁହାରୀ କରିଆସୁଥିଲେ ମଧ୍ୟ ସତ୍ତ୍ୱାଧିକାର ପାଇପାରୁ ନଥିବା ଜଣାଯାଇଛି ।
Read More...

ଘଣ୍ଟାପଡା ହାଇସ୍କୁଲରେ ସମ୍ବର୍ଦ୍ଧନା ଉତ୍ସବ ପାଳନ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଘଣ୍ଟାପଡା ସ୍ଥିତ ସମଲେଶ୍ୱରୀ ହାଇସ୍କୁଲରେ ନୂତନ ଭାବେ ପ୍ରଧାନ ଶିକ୍ଷକ ପୀତବାସ ପଣ୍ତା ଯୋଗ ଦେଇଛନ୍ତି । ଏନେଇ ଶୁକ୍ରବାର ସ୍କୁଲ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କବିତା ସାହୁଙ୍କ ତତ୍ତ୍ବାବଧାନରେ ଆୟୋଜନ
Read More...

ଅନ୍‌ଲାଇନ୍ ଶିକ୍ଷାର ବାସ୍ତବ ଚିତ୍ର : ପାହାଡ ଉପରେ ପିଲାଙ୍କ ପାଠପଢା

ବୌଦ୍ଧ,(ବଂଶୀଧର ମାଝୀ): ମହାମାରୀ କରୋନା କଟକଣା ପାଇଁ ସ୍କୁଲ କଲେଜ ବନ୍ଦ ରହିଛି । ସରକାର ଅନ୍‌ଲାଇନ୍‌ କ୍ଲାସ ଜରିଆରେ ପିଲାଙ୍କୁ ଶିକ୍ଷାଦାନ କରାଉଛନ୍ତି । ହେଲେ ଅନ୍‌ ଲାଇନ୍‌ କ୍ଲାସ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟ ପୂରଣ କରିପାରୁ ନ ଥିବା ଅଭିଯୋଗ ହୋଉଛି । ଏହାର ଏକ ଚିତ୍ର ବୌଦ୍ଧ ଜିଲା
Read More...

ପୁରୁଣା ଆର୍‌ଆଇ ଅଫିସକୁ ଧକ୍ଳା ଦେଲା ଥଣ୍ଡା ବୋଝେଇ ଆଇଚର୍

ବୌଦ୍ଧ,(ବଂଶୀଧର ମାଝୀ): ବୌଦ୍ଧ ଜିଲା ଖୋର୍ଦ୍ଧା-ବଲାଙ୍ଗୀର ନଂ.୫୭ ଜାତୀୟ ରାଜପଥ ଆଡେଣିଗଡସ୍ଥିତ ପୁରୁଣା ଆର୍‌ଆଇ ଅଫିସକୁ ବୁଧବାର ରାତିରେ ଏକ ଥଣ୍ଡା ବୋଝେଇ ଆଇଚର୍‌ ଧକ୍ଳା ଦେଇଥିବା ଜଣାପଡିଛି । ପ୍ରକାଶ ଯେ ଭୁବନେଶ୍ବରରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା ବେଳେ ଓଡି୦୨ବି ଏଫ୬୮୭୭ ନମ୍ବର
Read More...

ବୌଦ୍ଧର ରାମେଶ୍ୱର ବିହାର କଣ୍ଟେନମେଣ୍ଟ ଜୋନ ଘୋଷିତ

ବୌଦ୍ଧ,(ବଂଶୀଧର ମାଝୀ): ବୌଦ୍ଧ ସହରରେ କରୋନା ତାର କାୟା ବିସ୍ତାର କରି ଚାଲିଛି । କିଛି ଦିନ ହେଲା ନିୟମିତ ଅନେକ କରୋନା ପଜିଟିଭ ଚିହ୍ନଟ ହେଉଥିବା ଦେଖିବାକୁ ମିଳୁଛି । ଆଜି ବୌଦ୍ଧ ସହରରେ ୧୪ ପଜିଟିଭ ଚିହ୍ନଟ ହୋଇଥିବା ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି । ସେଥିପାଇଁ
Read More...

ବୌଦ୍ଧ ଜିଲ୍ଲାରେ ଆଜି ୩୬ ପଜିଟିଭ ଚିହ୍ନଟ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲାରେ ଆଜି ଗୋଟିଏ ଦିନରେ ୩୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୯ ଜଣ କରୋନା ଯୋଦ୍ଧା ରହିଛନ୍ତି । କୋରନା ଯୋଦ୍ଧା ମାନଙ୍କ ମଧ୍ୟରେ ଅଗ୍ନିଶମ ବାହିନୀର ୩ ଜଣ, କୋଭିଡ ସେଣ୍ଟରର
Read More...

ଟ୍ରକ ଓ ବାଇକ ଧକ୍କା : ବାପ ଓ ପୁଅ ମୃତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଥାନା ଅଞ୍ଚଳରେ ଟ୍ରକ୍ ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାପ ଓ ପୁଅ ଦୁହିଙ୍କ ମୃତ୍ୟୁ ହୋଇଛି । ତେବେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । କ୍ଷତିପୂରଣ ଦାବୀରେ ଉତ୍ୟକ୍ତ ଲୋକେ ନଂ.୫୭ ଜାତୀୟ
Read More...

କରୋନା ପଜିଟିଭ ଚିହ୍ନଟ ପରେ ଘଣ୍ଟାପଡାକୁ ସଟଡାଉନ ଘୋଷଣା କଲେ ସରପଞ୍ଚ

ବୌଦ୍ଧ(ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଘଣ୍ଟାପଡା ଗ୍ରାମରୁ ଗତକାଲି ୪ ଜଣ କରୋନା ପଜିଟିଭ ଟିହ୍ନଟ ହେବାପରେ ଘଣ୍ଟାପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର ପ୍ରସାଦ ଦେହୁରୀ ଜିଲ୍ଲାପାଳ କ୍ଷମତା ଉପଯୋଗ କରିଛନ୍ତି । ସଂକ୍ରମଣକୁ ରୋକିବା ପାଇଁ ଘଣ୍ଟାପଡା ଗ୍ରାମକୁ ୩ ଦିନ ପାଇଁ ସର୍ଟ
Read More...

ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ

ବୌଦ୍ଧ,(ବଂଶୀଧର ମାଝି): ଲଘୁଚାପ ପ୍ରଭାବରେ ଦୁଇଦିନ ହେଲା ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅଂଚଳରେ ଲଗାଣ ବର୍ଷା ଯୋଗୁଁ ବର୍ଷା ବିତ୍ପାତରେ ବ୍ୟାପକ ପରିମାଣରେ ଘରଦ୍ୱାରା ଭାଙ୍ଗିବା ସହିତ ଅନେକ ସ୍ଥାନରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନା ଅନୁସାରେ, ହରଭଙ୍ଗା ବ୍ଲକର
Read More...