ବଲାଙ୍ଗିର ବଚପନ ଓ ଏକାଡେ଼ମୀକ ହାଇଟ୍ସ ପବ୍ଲିକ ସ୍କୁଲର ବିଜ୍ଞାନ ମେଳା
ବଲାଙ୍ଗିର : ଆଜି ଓ ଗତକାଲି ଦୁଇ ଦିନ ଧରି ବଚପନ୍ ନଗର, ବିଷ୍ଣୁମୁଣ୍ଡା ଠାରେ ବଚପନ୍ ଓ ଏକାଡେ଼ମୀକ ହାଇଟ୍ସ ପବ୍ଲିକ ସ୍କୁଲର ମିଳିତ ଭାବରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଉକ୍ତ ଦୁଇ ସ୍କୁଲର ପ୍ରାୟ ୨୨୦ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଯାଇଛି । ଏଥିରେ ବିଚାରକ ରୂପେ!-->…
Read More...
Read More...