Browsing Tag

bargarh news

ବରଗଡ଼ ଜିଲ୍ଲାରେ ନୂତନ ଏସ୍‌ପିଙ୍କ ଯୋଗଦାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ନୂତନ ଏସ୍‌ପି ଭାବେ ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶ ଆଜି ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ଦାୟିତ୍ଵ ଗ୍ରହଣ କରିଛନ୍ତି । ୨୦୧୩ ବ୍ୟାଚ ଆଇପିଏସ୍ ଅଫିସର ଶ୍ରୀ ପର୍ମାର ଏହା ପୂର୍ବରୁ ନବରଙ୍ଗପୁର ଜିଲ୍ଲା ଏସପି ଭାବେ
Read More...

ସମ୍ବାଦପତ୍ର ବିତରକଙ୍କୁ ପରିଚୟପତ୍ର ବଣ୍ଟନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାର ସମସ୍ତ ସମ୍ବାଦପତ୍ର ବିତରକଙ୍କୁ ପରିଚୟପତ୍ର ବଣ୍ଟନ କରାଯାଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଓ
Read More...

ପିକ୍‌ଅପ୍‌ ଭ୍ୟାନ ଓଲଟି ୨ ମୃତ, ୯ ଗୁରୁତର

ବରଗଡ, (ନିରୋଜ କୁମାର ପାଣୀ) : ପିକ୍‌ଅପ୍‌ ଭ୍ୟାନ ଓଲଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଥିବା ଜଣାପଡିଛି । ସୂଚନା ଅନୁସାରେ ବରପାଲି ଥାନା କୁମ୍ଭାରୀ ଗ୍ରାମରେ ବାହାଘର ପରେ କନ୍ୟା ବିଦାୟ ପାଇଁ ଭେଡେନ ଥାନା ମାନପୁର ପଂଚାୟତର ଗଳିମା ଗ୍ରାମକୁ ଆସିଥିଲେ । ସେଠାରେ ଭୋଜି
Read More...

ବରଗଡ ଡିଷ୍ଟ୍ରିକ୍ଟ ପ୍ରିମୀୟର ଲିଗ୍ କ୍ରିକେଟ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ସିଂ ୱାରିୟରସ୍‌ ବିଜୟୀ

ବରଗଡ ରୟାଲ ଟାଇଗର ଓ ବରଗଡ ସ୍ପାରଟନ ମଧ୍ୟରେ ଦ୍ଵିତୀୟ ମ୍ୟାଚ୍ ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଡିଷ୍ଟ୍ରିକ୍ଟ ପ୍ରିମୀୟର ଲିଗ୍, ବିଡିପିଏଲ କ୍ରିକେଟ ପ୍ରତିଯୋଗିତାରେ ଆଜି ସିଂ ୱାରିୟର ଓ ଅତାବିରା ହୁଆଇଟ ହର୍ଷ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ସିଂ ୱାରିୟର ଦଳ ଟସ୍ ଜିତି
Read More...

ବେଆଇନ ଟୋଲ ଟ୍ୟାକ୍ସ ଆଦାୟର ପ୍ରତିବାଦ : ବରାହାଗୁଡା ଟୋଲପ୍ଲାଜାରେ ବିକ୍ଷୋଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମୁମ୍ବାଇରୁ କୋଲକାତା ଯାଇଥିବା ଅସମ୍ପୂର୍ଣ୍ଣ ରାସ୍ତାରୁ ନିର୍ମାଣକାରୀ ସଂସ୍ଥା ଅଶୋକା ବିଲଡିକନ ଗତ ୯ ବର୍ଷ ହେବ ଯାନବାହାନ ଗୁଡିକରୁ ଟୋଲ ଟ୍ୟାକ୍ସ ଆଦାୟ କରିବା ପ୍ରତିବାଦରେ ଆଜି ହାଇଓ୍ବେ ୟୁଜର୍ସ ଫୋରମ୍ ପକ୍ଷରୁ ବରାହାଗୁଡା ଟୋଲପ୍ଲାଜାରେ ବିକ୍ଷୋଭ
Read More...

ବରଗଡ ଡିଷ୍ଟ୍ରିକ୍ଟ ପ୍ରିମୀୟର ଲିଗ୍, ପ୍ରଥମ ଦିନ ଖେଳ ଅତାବିରା ବିଜୟୀ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଡିଷ୍ଟ୍ରିକ୍ଟ ପ୍ରିମୀୟର ଲିଗ୍, ବିଡିପିଏଲ - ୭ କ୍ରିକେଟ୍‌ ପ୍ରତିଯୋଗିତା ଗତକାଲି ବିଧିବଦ୍ଧ ଭାବରେ ଉଦ୍‌ଘାଟିତ ହୋଇଯାଇଥିବା ବେଳେ ପ୍ରତିଯୋଗିତାର ମ୍ୟାଚ୍ ଗୁଡ଼ିକ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ ଅତାବିରା ହୁଆଇଟ୍ ହର୍ଷ ଓ ୟୁନାଇଟେଡ଼ ଡ୍ରିମ୍
Read More...

ଡାକ୍ତର ମଧୁସୂଦନ ଦାଶଙ୍କ ବିୟୋଗରେ ଆଇଏମ୍‌ଏ ବରଗଡର ଶୋକସଭା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱର୍ଗତ ଡ଼ା. ମଧୁସୂଦନ ଦାଶଙ୍କ ମହାପ୍ରୟାଣରେ ଏକ ଶ୍ରଦ୍ଧାଞ୍ଜଳି ସଭା ଭାରତୀୟ ମେଡିକାଲ ସଂଘ ବରଗଡ଼ ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ କିଶୋରୀ ନର୍ସିଂ ହୋମର ପରିସରରେ ଆୟୋଜିତ ହୋଇଯାଇଛି । ଭାରତୀୟ ଚିକିତ୍ସକ ସଂଘ ବରଗଡ଼ ଶାଖାର ସଭାପତି ଡ଼ା. ରବିନାରାୟଣ
Read More...

ଚାଷୀ ପ୍ରତିନିଧିମାନଙ୍କୁ ସମର୍ଦ୍ଧନା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସମଗ୍ର ରାଜ୍ୟରେ ବରଗଡ଼ ଜିଲ୍ଲା ଶ୍ରେଷ୍ଠ କୃଷି ଭିତ୍ତିକ ଜିଲ୍ଲା ଭାବେ ପୁରସ୍କୃତ ହୋଇଥିବା ବେଳେ ବରଗଡ଼ ଜିଲ୍ଲାପାଳ ମୋନୀଷା ବେନର୍ଜୀଙ୍କୁ ରାଜ୍ୟ ସରକାର ପୁରସ୍କୃତ କରିଛନ୍ତି । ଏଥିରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଉଦ୍ୟମ ପ୍ରଶଂସନୀୟ ଅଟେ ।
Read More...

ପବିତ୍ର ଅକ୍ଷୟ ତୃତୀୟାରେ ନୂତନ ଟେଲିଫିଲ୍ମର ମୁହୁରତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ନୂତନ ଟେଲିଫିଲ୍ମ ସଂକୀ କଳା ବିକାଶ ସମିତି ପକ୍ଷରୁ ସତଲମା ଗ୍ରାମରେ ମୁହୁର୍ତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଂଚଳ ପରିଷଦ ବରପାଲି ଅଧକ୍ଷ ଦିନେଶ ଗହିର ମୁଖ୍ୟ ଅତିଥି ଭାବରେ ଯୋଗଦାନ
Read More...

ଟାଟା ପାୱାର କମ୍ପାନୀ ସହ ବିଦ୍ୟୁତ ଉପଭୋକ୍ତା ସଂଘର ଆଲୋଚନା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ଦ୍ୱାରା ଆହୁତ ବୈଠକରେ ବରଗଡ ଜିଲ୍ଲାରେ ଟାଟା ପାୱାର ଦ୍ୱାରା ଯୋଗାଉଥିବା ବିଦ୍ୟୁତସେବା ପ୍ରତି ଜନ ଅସନ୍ତୋଷ ସମ୍ବନ୍ଧରେ ସମସ୍ତ ପକ୍ଷଙ୍କୁ ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଲୋଚନା ହୋଇଥିଲା । ଏହି ବୈଠକରେ
Read More...