Browsing Tag

bargarh news

ମଣ୍ଡିରେ ଧାନ କଟ୍‌ନି ଛଟ୍‌ନି ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜିଲ୍ଲାର ୧୮୫ ମାର୍କେଟ ୟାର୍ଡରେ ଇତି ମଧ୍ୟରେ ଧାନ ସଂଗ୍ରହ ଚାଲିଥିବା ବେଳେ ଚାଷୀ ମାନଙ୍କ ମଧ୍ୟରେ ମିଲର୍ସଙ୍କ କଟନି ଛଟନିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନରେ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା
Read More...

ମହିଳା ହିଂସା ନିରୋଧ ଉପରେ ଆଲୋଚନା ଚକ୍ର

ବରଗଡ଼, (ସତ୍ୟନାରାୟଣ ପଧାନ) : ଆଜି ବରଗଡ଼ ସଂଯୁକ୍ତ ଯୁବ ସଂଗଠନ ତରଫରୁ ଶାନ୍ତି ତପୋବନ ଆଶ୍ରମ ଚକରକେନ୍ଦ ଛକ, ବରଗଡ଼ ଠାରେ ମହିଳା ହିଂସା ନିରୋଧ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମ ରେ ସଂଯୁକ୍ତ ଯୁବ ସଂଗଠନର ସଭାପତି ସୁରେନ୍ଦ୍ର ମେହେର ସଭାପତିତ୍ବ
Read More...

ନିଷ୍ଠା ପରିବାର ତରଫରୁ ଅସହାୟ ଅବସ୍ଥାରେ ବୃଦ୍ଧ ଦମ୍ପତ୍ତି ଉଦ୍ଧାର ଓ ଚିକି‌ତ୍ସା ପ୍ରଦାନ

ବରଗଡ଼, (ସତ୍ୟନାରାୟଣ ପଧାନ) : ଗତ ୨୩ ତାରିଖ ବରଗଡ ରେଳ ଷ୍ଟେସନରୁ ଅସହାୟ ଅବସ୍ଥାରେ ନିଷ୍ଠା ପରିବାର ତରଫରୁ ବୃଦ୍ଧ ଦମ୍ପତ୍ତି ହରିଶ ଚନ୍ଦ୍ର ପ୍ରଧାନ(୮୦) ଓ ପ୍ରତିମା ପ୍ରଧାନ(୬୮)ଙ୍କୁ ଉଦ୍ଧାର କରାଯାଇଥିଲା । ମଉସାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା । ତାଙ୍କର ଏକ ମେଜର ସର୍ଜରୀର
Read More...

ପିପିଲିପାଲି ଯୁବକ ସଙ୍ଘ ତରଫରୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ ହେଲା ସଂକ‌ଳ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସହର ଉପକଣ୍ଠ ସ୍‌ସ୍ଥିତ ପିପିଲିପାଲି ଗ୍ରାମରେ ଅଁଳା ନବମୀ ଉପଲକ୍ଷେ ଆଜି ପିପିଲିପାଲି ଯୁବକ ସଙ୍ଘ ତରଫରୁ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ କରୋନା ଯୋଦ୍ଧା ସମ୍ମାନରେ ସଂକ‌ଳ୍ପ ପରିବାର, ବରଗଡ଼କୁ ସମ୍ମାନିତ କରାଯାଇଥିଲା ।
Read More...

ସହିଦଙ୍କ ସ୍ମୃତିରେ ଏନସିସି ପରିବାର କଲା ରକ୍ତଦାନ ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟରେ 'ଆମ ଓଡ଼ିଶା' ଓ ଏନସିସି ପରିବାର, ପଞ୍ଚାୟତ କଲେଜ ତରଫରୁ ଗତ ମୁମ୍ବାଇ ଆକ୍ରମଣରେ ସହୀଦ ହୋଇଥିବା ବୀର ଯବାନଙ୍କ ସ୍ମୃତିରେ ଓ ଏନସିସି ଦିବସ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ପଞ୍ଚାୟତ କଲେଜ ଏନସିସି
Read More...

ଅଁଳା ଚତୁର୍ଦ୍ଦଶୀ ଅବସରରେ ଅସହାୟଙ୍କୁ କମ୍ବଳ ବଣ୍ଟନ କଲେ ସ୍ୱେଚ୍ଛାସେବୀ

ବରଗଡ଼, (ନିରୋଜ କୁମାର ପାଣୀ) : ଅଁଳା ଚତୁର୍ଦ୍ଦଶୀ ଅବସରରେ କୁଷ୍ଠ କଲୋନୀରେ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ବଦାନ୍ୟ ବନ୍ଧୁ ତରଫରୁ ଆଜି ଅଁଳା ଚତୁର୍ଦ୍ଦଶୀ ତିଥିରେ ଅତାବିରା ଝାଇଁଯୋର ନିକଟରେ ଥିବା କୁଷ୍ଠ କଲୋନୀର ସମସ୍ତ
Read More...

୧୬ ବର୍ଷ ହେଲା ଅନ୍ଧାରରେ ଦିନ କାଟୁଛନ୍ତି ଆଦିବାସୀ ମହିଳା ଗୀତା

ବରଗଡ଼, (ସତ୍ୟନାରାୟଣ ପଧାନ) : କେହି ଅନ୍ଧାରରେ ରହିବେ ନାହିଁ ବୋଲି ସରକାର ସ୍ଲୋଗାନ ଦେଇ ଦୀନଦୟାଲ ବିଦ୍ୟୁତିକରଣ ଯୋଜନା ଓ ଗରିବ ଲୋକଙ୍କ ପାଇଁ ସୌଭାଗ୍ୟ ଯୋଜନା ମାଧ୍ୟମରେ ଲାଇନ ସଂଯୋଗ କରୁଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଜିଲ୍ଳାପାଳଙ୍କ ଦଫ୍ତରରୁ ଅଧା କିଲୋମିଟର ଦୂରରେ ଥିବା ଜଣେ
Read More...

ଶବଦାହ ପାଇଁ କାଠ ବିବାଦ : ଡିଏଫଓଙ୍କୁ ଭେଟିଲେ ଜିଲ୍ଲା ଭାଜପା ପ୍ରତିନିଧି ଦଳ

ବରଗଡ଼, (ସତ୍ୟନାରାୟଣ ପଧାନ) : ଗତ ୫୦ ବର୍ଷ ଧରି ଶବଦାହ ପାଇଁ କାଠ ଯୋଗାଇ ଥିବା ବରଗଡ଼ର ଗୋପାଳ ଗୋଶାଳା ଆସନ୍ତା ଡ଼ିସେମ୍ବର ୧ ତାରିଖରୁ ଆଉ କାଠ ଯୋଗାଇ ପାରିବ ନାହିଁ ବୋଲି ଘୋଷଣା କରିବା ପରେ ବରଗଡ଼ ସଦର ମହକୁମାରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହାର ତୁରନ୍ତ ସମାଧାନ ଦାବୀରେ
Read More...

ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ସ୍ୱାଗତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ଆଜି ବରଗଡ଼ ଜିଲ୍ଲା ଗ୍ରସ୍‌ସ୍ତରେ ଆସିଥିବା ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ପ୍ରଭାରୀ ରୋଶନ ଲାଲ ବିଟୁ, ରାଷ୍ଟ୍ରୀୟ ସଂଯୋଜକ ତଥା ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସହ ପ୍ରଭାରୀ
Read More...

ପୁରୁଣା ହସ୍ପିଟାଲ ପରିସରରେ ସମ୍ବିଧାନ ଦିବସ ପାଳିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ସମ୍ବିଧାନ ସୁରକ୍ଷା ମଂଚ ବରଗଡ଼ ପକ୍ଷରୁ ସମ୍ବିଧାନ ଦିବସ ପାଳିତ। ଗୁରୁବାର ସନ୍ଧ୍ୟାରେ ପୁରୁଣା ହସ୍ପିଟାଲ ପରିସରରେ ସମ୍ବିଧାନର ମୁଖବନ୍ଧ ପଠନ କରି ବିଭିନ୍ନ ଅନୁଛେଦ ବିଷୟରେ ଆଲୋଚନା କରାଗଲା । ଆବାହକ ପଵିତ୍ର ଦେହେରି, ମରିୟମ ବାର୍ଲା, ଅଲିମ ରିଜ଼ବି, ରମେଶ
Read More...