Browsing Tag

bargarh news

ବରଗଡ ଜିଲ୍ଲା ନୂତନ ସଂସ୍କୃତି ଅଧିକାରୀଙ୍କୁ ସ୍ୱାଗତ କଲା ମଧୁମୟ କଳା ସଂସ୍କୃତି ସଂଗଠନ

ବରଗଡ, (ନିରୋଜ କୁମାର ପାଣୀ) : କଳା ସଂସ୍କୃତିର ବିକାଶ ତଥା କଳାକାରଙ୍କ ହକ ଅଧିକାର ପାଇଁ କାର୍ୟ୍ୟ କରିଆସୁଥିବା ମଧୁମୟ କଳା ସଂସ୍କୃତି ସଂଗଠନ ସବୁବେଳେ କଳା ସାହିତ୍ୟ ସଂସ୍କୃତିର ବିକାଶ ପାଇଁ ଉଦ୍ୟମ କରି କଳାକାରଙ୍କ ସୁଖ ଦୁଃଖରେ ଛିଡା ହୋଇ ଆସୁଛି । ବରଗଡ ଜିଲ୍ଲା ସଂସ୍କୃତି ଅଧିକାରୀ
Read More...

ଆନ୍ତର୍ଜାତୀୟ ମହିଳା ଦିବସରେ ସ୍ୱେଛାକୃତ ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବରଗଡ଼ "ନିଆମ" ତାଲିମ ପ୍ରଦାନ ଅନୁଷ୍ଠାନ ତଥା ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ "ସଂକଳ୍ପ ପରିବାର" ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ତଥା ବିଶ୍ୱ ମହିଳା ଦିବସ ଆଶାକିରଣ ସ୍ଥିତ ତପୋବନଠାରେ ପାଳନ
Read More...

ପୌର ପରିଷଦ ନିର୍ବାଚନ : ବରଗଡ଼ ମ୍ୟୁନିସିପାଲଟିରେ ସବୁ ଦଳ ନାମାଙ୍କନ ଦାଖଲ କଲେ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ପୌର ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ସବୁ ଦଳର ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ନାମାଙ୍କନପତ୍ର ଦାଖଲ କରିଥିଲେ । ୧୯ଟି ଓ୍ବାର୍ଡ ସଭ୍ୟ ସଭ୍ୟା ପାଇଁ ୬୯ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ଅଧ୍ୟକ୍ଷା (ସଂରକ୍ଷିତ
Read More...

ବିଶ୍ଵଶାନ୍ତି ମହାଯଜ୍ଞ ସମେତ ଅଷ୍ଟାଦଶ ପୁରାଣ ପାଠ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସହର ସ୍ଥିତ ବାନ୍ଦୁଟିକ୍ରାରେ ସ୍ୱର୍ଗତ ଜଗଦାନନ୍ଦ ପଣ୍ଡାଙ୍କ ଏକ ଖୋଲା ପଡିଆଠାରେ ଦୀର୍ଘ ଦୁଇଦିନ ଧରି ବାନ୍ଦୁଟିକ୍ରାରେ ବସବାସ କରୁଥିବା ବ୍ରାହ୍ମଣମାନଙ୍କ ଉଦ୍ୟମରେ ବିଶ୍ଵଶାନ୍ତି ମହାଯଜ୍ଞ ତଥା ଅଷ୍ଟାଦଶ ପୁରାଣ ପାଠ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ନୁଆଁ ଖଇରପାଲି ଗ୍ରାମରେ ରକ୍ତଦାନ ଶିବିର : ୫୧ ୟୁନିଟ ରକ୍ତ ସଂଗ୍ରହ

ବରଗଡ, (ନିରୋଜ କୁମାର ପାଣୀ) : ରକ୍ତଦାନ ଜୀବନ ଦାନ । ଏକବିଂଶ ଶତାବ୍ଦୀର ବିଜ୍ଞାନ ଯୁଗରେ ମଣିଷ ଯେତେ ଆଗକୁ ବଢିଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ରକ୍ତର କୌଣସି ବିକଳ୍ପ ବ୍ୟବସ୍ଥା ବାହାରି ନାହିଁ । ଯଦି ଜଣେ ମଣିଷକୁ ରକ୍ତର ଅଭାବ ହୁଏ ତେବେ ଆଉ ଜଣେ ମଣିଷ ରକ୍ତଦାନ କଲେ ତାହା ପୂରଣ
Read More...

ଅବାଞ୍ଛିତ ଗର୍ଭ ଧରି ବୁଲୁଛି ପାଗଳୀ ମା : ଉଦ୍ଧାର କଲା ସଂକଲ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ସଭ୍ୟ ସମାଜରେ ମହିଳା ଓ ପୁରୁଷଙ୍କୁ ସମାଜ ସମାନ ଦୃଷ୍ଟିରେ ଦେଖୁଥିବା ବେଳେ ମହିଳାଙ୍କ ଆତ୍ମସମ୍ମାନ ଓ ସୁରକ୍ଷା ଏବେ ସର୍ବ ପ୍ରଥମ ସ୍ଥାନରେ ରହିଅଛି । ମହିଳାମାନେ ଆଉ କୌଣସି କ୍ଷେତ୍ରରେ ପଛୁଆ ବା ଅପହୃତ ହୋଇ ନାହାନ୍ତି । ନିଜର ଶକ୍ତି ଓ ସାମର୍ଥ୍ୟ ବଳରେ
Read More...

ପୌର ପରିଷଦ ନିର୍ବାଚନ : ଆଜି ଅଧ୍ୟକ୍ଷା ପଦବୀ ପାଇଁ ଜଣେ ନାମାଙ୍କନପତ୍ର ଦାଖଲ କଲେ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ପୌର ପରିଷଦ ନିର୍ବାଚନ ପାଇଁ ଆଜି ସସ୍ମିତା ଦାସ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ସୁଭେନ୍ଦୁ କୁମାର ସାମଲଙ୍କଠାରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ରାଜ୍ୟରେ ପୌର ପରିଷଦ ନିର୍ବାଚନ ପାଇଁ ଗତ ୨ ତାରିଖରୁ ୭ ତାରିଖ
Read More...

ବରଗଡ଼ ଜିଲ୍ଲା ଟାଏକୋଣ୍ଡୋ ଆସୋସିଏସନର ୭ମ କଲର ବେଲ୍ଟ ଟେଷ୍ଟ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ଭଟଲି ଛକ ଠାରେ ବରଗଡ଼ ଜିଲ୍ଲା ଟାଏକୋଣ୍ଡୋ ଆସୋସିଏସନର ୭ମ କଲର ବେଲ୍ଟ ଟେଷ୍ଟ କାର୍ଯ୍ୟକ୍ରମ ଆସୋସିଏସନ୍‌ର ସଭାପତି ନବକିଶୋର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଭାରତୀୟ ଷ୍ଟେଟ ବ୍ୟାଙ୍କ
Read More...

ପୌର ପରିଷଦ ନିର୍ବାଚନ ପାଇଁ ବରଗଡ଼ରେ ଜଣେ ପ୍ରାର୍ଥୀପତ୍ର ଦାଖଲ କଲେ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପୌର ନିର୍ବାଚନ ପ୍ରାର୍ଥୀ ପତ୍ର ଦାଖଲର ଆଜି ତୃତୀୟ ଦିନରେ ୱାର୍ଡ କାଉନସିଲର ପଦବୀ ପାଇଁ ଜଣେ ମାତ୍ର ପ୍ରାର୍ଥିନୀ ଦୀପାଞ୍ଜଳି ବାଗ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ପୌର ପରିଷଦ ଅନ୍ତର୍ଗତ ୧୭ ନଂ ୱାର୍ଡ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।
Read More...

ରୁଷ-ୟୁକ୍ରେନ ଯୁଦ୍ଧ ଆଳ : ଘୋରୋଇ ବଜାରରେ ଖାଇବା ତେଲ ଦରବୃଦ୍ଧି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଏପଟେ ନିର୍ବାଚନ, ସେପଟେ ରୁଷ- ୟୁକ୍ରେନ ଯୁଦ୍ଧର ଆଳରେ ବରଗଡ଼ ଘରୋଇ ବଜାରରେ ଖାଇବା ତେଲ ଦରବୃଦ୍ଧି ଯୋଗୁଁ ସାଧାରଣ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଏଥିପ୍ରତି ଧ୍ୟାନ ଦେଉନଥିବାରୁ ମୁନାଫାକାରୀମାନେ ପୁରୁଣା
Read More...