Browsing Tag

Anandpur news

ବିଏନ୍‌ ହାଇସ୍କୁଲ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା, ଛାତ୍ର ଗୁରୁତର

ଆନନ୍ଦପୁର : ଆନନ୍ଦପୁର ଥାନା ଅନ୍ତର୍ଗତ ବିଏନ୍‌ ହାଇ ସ୍କୁଲ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ପରୀକ୍ଷା ଦେବାକୁ ଆସୁଥିବା ଛାତ୍ର ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଛାତ୍ର ଜଂଘାର
Read More...

ଜନଗହଳିପୂର୍ଣ୍ଣ ଛକଠାରେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ ଝାମ୍ପିନେଲେ ଦୁଇ ଲୁଟେରା

ଆନନ୍ଦପୁର : ଥମୁନି ଲୁଟେରାଙ୍କ ଉତ୍‌ପାତ୍‌ । ଅଜି ଦିନବେଳା ଆନନ୍ଦପୁର ଜନଗହଳିପୂର୍ଣ୍ଣ ବ୍ରିଜ୍‌ ଛକଠାରେ ଏକ ପଲସର ବାଇକରେ ଆସି ଜଣେ ମହିଲାଙ୍କ ଠାରୁ ଟଙ୍କାବ୍ୟାଗ୍‌ ଲୁଟିନେଇ ଫେରାର୍‌ ମାରିଛନ୍ତି ଲୁଟେରା । ତେବେ ମହିଲା ଜଣକ ଆନ୍ଦପୁର ପଇତାପାଣି ଗାଁର ମମତା ଓଡାନ୍‌ ହୋଇଥିବା ବେଳେ ସେ
Read More...