om academy

ମମତାଙ୍କ ଉପରେ ନଡ୍ଡା ବର୍ଷିଲେ : ହିନ୍ଦୁ ବିରୋଧୀ ଆଖ୍ୟା ଦେଲେ

jsm

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ମମତାଙ୍କ ଉପରେ ବର୍ଷିଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହିନ୍ଦୁ ବିରୋଧୀ ବୋଲି ଆଖ୍ୟା ଦେଇଛନ୍ତି ଶ୍ରୀ ନଡ୍ଡା । ସେ ଆରୋପ ଲଗାଇଛନ୍ତି ଯେ, ମମତା ତୁଷ୍ଟିକରଣ ଏବଂ ଭୋଟ ବ୍ୟାଙ୍କର ରାଜନୀତି କରୁଛନ୍ତି । ବଙ୍ଗାଲ କାର୍ଯ୍ୟକାରିଣୀକୁ ସଂବୋଧିତ କରି ଏହା ପ୍ରକାଶ କରିଛନ୍ତି । ସେ ଏକ ଭର୍ଚୁଆଲ୍‌ ମିଟିଂରେ ପାର୍ଟି ନେତା ଓ କର୍ମୀମାନଙ୍କୁ ସଂବୋଧିତ କରିଛନ୍ତି ।

Leave A Reply

Your email address will not be published.