jittmm

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଭିତ୍ତିପ୍ରସ୍ତର ଶୁଭାରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଧାନ୍ଦୁପାଲି, ଘେଁସରା, ସରେଇକେଲା ରାସ୍ତା ନିର୍ମାଣର ଭିତ୍ତିପ୍ରସ୍ତହ କରାଯାଇଛି । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ମୋଟ ପ୍ରାୟ ୧୧ କୋଟିର ରାସ୍ତା କାମ ଆରମ୍ଭ କରାଯିବ । ସୋଢା ଧାନ୍ଦୁପାଲି ରାସ୍ତା ବାଦିକଟା ଘେଁସରା ରାସ୍ତା ସରେଇକେଲା ବାଦିକଟା ପାଇଁ ଟଙ୍କା ଓଡ଼ିଶା ସରକାର ମଞ୍ଜୁର କରିଛନ୍ତି । ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଏହି ସମୟରେ ବିଭାଗୀୟ ଅଧିକାରୀ, ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ । ନିମ୍ନମାନର କାମ ନେଇ ଗ୍ରାମବାସୀଙ୍କ ଅଭିଯୋଗକୁ ସାଂସଦ ପ୍ରଦୀପ ପୁରୋହିତ ଜୈନିକ ଜେଇ ଓ ଠିକାଦାରଙ୍କୁ ତାଗିଦ କରିଥିଲେ ।

Leave A Reply

Your email address will not be published.