pr

କଲେଜ ପ୍ରତିଷ୍ଠାତା ସମ୍ପାଦକଙ୍କୁ ଶ୍ରଦ୍ଧାଞ୍ଜଳି

dr. purohit

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ କଲେଜ ଓ ଗାଦିବ୍ରହ୍ମ ଡିଗ୍ରୀ କଲେଜର ପ୍ରତିଷ୍ଠାତା ସମ୍ପାଦକ ମାଗୁଣିଚରଣ ସାହୁଙ୍କ ୧୬ତମ ବାର୍ଷିକ ଶ୍ରାଦ୍ଧ ଅବସରରେ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନ ପକ୍ଷରୁ ଗୁରୁବାର ଶ୍ରଦ୍ଧାଞଳି ଅର୍ପଣ କରାଯାଇଛି । କଲେଜ ପରିସରରେ ପ୍ରତିଷ୍ଠିତ ମାଗୁ ବାବୁଙ୍କ ପ୍ରତିମୂର୍ତିରେ ବ୍ଲକ ଅଧକ୍ଷ୍ୟା ବାସନ୍ତି ସାହୁ, ଉପାଧ୍ୟକ୍ଷ ଦୁର୍ବାଷା ନିଷଙ୍କ କଲେଜ ଅଧ୍ୟକ୍ଷ ଡ.ସରୋଜ କୁମାର ପଣ୍ଡା, ତାଙ୍କର ସୁପୁତ୍ର ତଥା ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଡେଲାଙ୍ଗ କଲେଜ ଅଧ୍ୟକ୍ଷ ଡକ୍ଟର ଶରତ ଚନ୍ଦ୍ର ବିଶ୍ୱାଳ, ସ୍ଥାନୀୟ ସରପଞ୍ଚ ଦୀପକ କୁମାର ସାହୁ, ପୂର୍ବତନ ସରପଞ୍ଚ ଦୁର୍ଯ୍ୟୋଧନ ସାହୁ, ଚିତରଂଜନ ସାହୁ, ଅଶୋକ ସାହୁ ପ୍ରମୁଖ ଶତାଧିକ ବିଶିଷ୍ଟ ବ୍ୟକ୍ତି ମାଲ୍ୟାର୍ପଣ କରିବା ସହ ଡେଲାଙ୍ଗ ବ୍ଲକରେ ଉଚ୍ଚଶିକ୍ଷାର ପ୍ରସାର କ୍ଷେତ୍ରରେ ତାଙ୍କର ଅବଦାନର ସ୍ମୃତିଚାରଣ କରିଥିଲେ ।

nrusinghnath
Leave A Reply

Your email address will not be published.