ଖପ୍ରାଖୋଲ ଷ୍ଟେଟ ବ୍ୟାଙ୍କ ଶାଖା ଶନିବାର ଯାଏଁ ସଟ୍‌ଡାଉନ୍‌

ଖପ୍ରାଖୋଲ, (ଜ୍ୟୋତିରଂଜନ ପଣ୍ଡା) : ଖପ୍ରାଖୋଲ ବ୍ଲକ ସଦର ମହକୁମାଠାରେ ଥିବା ଷ୍ଟେଟ ବ୍ୟାଙ୍କ ଅପ୍‌ ଇଣ୍ଡିଆ ଶାଖାରେ ଜଣେ କର୍ମଚାରୀ କରୋନା ସଂକ୍ରମିତ ଜଣାପଡିବା ପରେ ବ୍ୟାଙ୍କ ପରିଚାଳକ ଶନିବାର ଯାଏଁ ବ୍ୟାଙ୍କକୁ ବନ୍ଦ ପାଇଁ ନୋଟିସ୍‌ ଦେଇଛନ୍ତି । ସେହିପରି ବ୍ୟାଙ୍କ ସହ ନିକଟରେ ଯେଉଁମାନେ ସଂଶ୍ପର୍ସରେ ଆସିଛନ୍ତି, ସେମାନେ ନିଜର କରୋନା ଟେଷ୍ଟ କରିବାକୁ କାନ୍ଥରେ ନୋଟିସ୍‌ ଦେଇଛନ୍ତି । ଏହା ପରେ ଖପ୍ରାଖୋଲରେ କରୋନାକୁ ନେଇ ଲୋକେ ଚିନ୍ତିତ ହୋଇପଡିଛନ୍ତି ।

Leave A Reply

Your email address will not be published.