ଏସ୍‌ବିଆଇ ଏଟିଏମ୍‌‌ରୁ ୧୫ ଲକ୍ଷ ଲୁଟ୍‌‌

ଭୁବନେଶ୍ୱର : ଏସ୍‌ବିଆଇ ଏଟିଏମ୍‌‌ରୁ ୧୫ ଲକ୍ଷ ଲୁଟ୍‌‌ । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଏସ୍‌ବିଆଇ ଏଟିଏମରୁ ଲୁଟ ହୋଇଥିବା ଖବର ମିଳଛି । ଦୁର୍ବୃତ୍ତମାନେ ଗ୍ୟାସ୍‌‌ କଟରରେ କାଟି ଲିଙ୍ଗରାଜ ମନ୍ଦିର ନିକଟ ହାଟସାହିରେ ଥିବା ଏଟିଏମ୍‌‌ରୁ ପ୍ରାୟ ୧୫ ଲକ୍ଷ ଲୁଟି ନେଇଛନ୍ତି । ଖବର ପାଇ ଲିଙ୍ଗରାଜ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଛାନ୍‌‌ଭିନ୍‌‌ ଆରମ୍ଭ କରିଛି ।

Leave A Reply

Your email address will not be published.