pr

ବେଲପଡା ଖେଳପଡିଆଠାରେ ସଫେଇ କାର୍ଯ୍ୟକ୍ରମ

dr. purohit

ବଙ୍ଗୋମୁଣ୍ଡା,(ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ଗ୍ରାମରେ ଥିବା ଖେଳପଡିଆ ଠାରେ ବେଲପଡା ସରପଂଚ ଅଞ୍ଜନା ମେହେରଙ୍କ ନେତୃତ୍ୱରେ ମା’ ବସ୍ତେ୍ରନ କ୍ରିକେଟ କମିଟିର ସମସ୍ତ ସଦସ୍ୟମାନଙ୍କ ଦ୍ୱାରା ପଡିଆରେ ଥିବା ବିଭିନ୍ନ ଆଳିଆ ଆବର୍ଜନାକୁ ସଫା ସୁତୁରା କରିବା ସହ ଖେଳପଡିଆକୁ ସରସ ସୁନ୍ଦର ରଖିବା ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ ବୋଲି ଆଲୋଚନା କରିଥିଲେ । ଏଥିରେ କ୍ୟାପଟେନ୍ ଗୋପାଳ ମେହେର, ଭାଇସ କ୍ୟାପଟେନ୍ ଯୁବରାଜ ମେହେର, କ୍ଷମାସାଗର ମେହେର, ହୀରାଧର ମେହେର, ଶରତ ମେହେର, ଉପେନ୍ଦ୍ର ମେହେର, ଶମ୍ଭୁ ମେହେର, ରୋଶନ ବଘେଲ, ଗୁପେଷ ପୋଢ, ପ୍ରଦୀପ ମେହେର, ନବଘନ ମେହେର ଓ ସମସ୍ତ କ୍ରିକେଟ କମିଟିର ସଦସ୍ୟମାନେ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.