ବିବାହ ପ୍ରୋସେସନକୁ ଅନୁମତି ଦେଲେ ସରକାର : କଟକଣା ମାନି କାର୍ୟ୍ୟ କରିବାକୁ ପଡିବ ଓଡିଶା By Koshala Prabaha On Tuesday 12th January 2021, 4:36 pm Share ଭୁବନେଶ୍ୱର : ଏଣିକି ବିବାହ ଉତ୍ସବରେ ପ୍ରୋସେସନ୍ କରାଯାଇ ପାରିବ । ପ୍ରୋସେସନକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ତେବେ ଏଥିପାଇଁ କିଛି ସର୍ତ୍ତମଧ୍ୟ ରଖାଯାଇଛି । ପ୍ରୋସେସନ୍କୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଏନେଇ ନୂଆ ଗାଇଡ୍ଲାଇନ୍ ଜାରି କରାଯାଇଛି । bhubaneswar news