pr

ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ବିଜୟ ଜେନାଙ୍କ ପରଲୋକ

dr. purohit

ପାରଳାଖେମୁଣ୍ଡ : ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ବିଜୟ ଜେନାଙ୍କ ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତକାଲି ରାତିରେ ତାଙ୍କର ପୈତୃକ ଘର ପାରଳାଖେମୁଣ୍ଡିର ନିକଟବର୍ତ୍ତୀ ଗୁରାଣ୍ଡିରେ ହୃତଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି । ସେ ଜଣେ ମିଷ୍ଟଭାଷୀ, ପରୋପକାରୀ ଜନନେତା ଥିଲେ । ତାଙ୍କ ବିୟୋଗରେ ରାଜନୀତିକ ମହଲରେ ତଥା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

nrusinghnath
Leave A Reply

Your email address will not be published.