ରାଜ୍ୟସଭା ପାଇଁ ୪ଜଣଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟସଭା ପାଇଁ ୪ ଜଣଙ୍କ ନାମ ଘୋଷଣା କରିଛନ୍ତି, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେମାନେ ହେଲେ ସୁଲତା ଦେଓ, ମାନସ ରଞ୍ଜନ ମଙ୍ଗରାଜ, ଡ଼ଃ.ସସ୍ମିତ ପାତ୍ର ଓ ନିରଞ୍ଜନ ବିଶିଙ୍କୁ ଦଳ ଟିକେଟ୍ ଦେଇଛନ୍ତି । ଏ ସମ୍ପର୍କରେ ବିଜେଡି ଦଳୀୟ ସଂଗଠନ ସେକ୍ରେଟାରୀଙ୍କଠାରୁ ମିଳିଥିବା ଏକ ପ୍ରାପ୍ତ ବିଜ୍ଞପ୍ତିରୁ ଜଣାଯାଇଛି ।

Leave A Reply

Your email address will not be published.