ହାତୀ ଆକ୍ରମଣରେ ଜଣେ ମୃତ

ଢେଙ୍କାନାଳ, (ତାପଦ ଦାସ) : ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ କରମୂଳ ପଞ୍ଚାୟତର ଆମ୍ବପଡା ଗ୍ରାମରେ ହାତୀ ଆକ୍ରମଣରେ ଜଣକ ମୃତ୍ୟୁ ଘଟିଥିବା ଖବର ମିଳିଛି । ମୃତକ ଜଣକ ବାବୁ ମଳିକଙ୍କ ପୁଅ ରାଜେନ୍ଦ୍ର ମଳିକ ବୋଲି ଜଣାପଡିଛି । ବନ ବିଭାଗ ଦ୍ୱାରା ତଦାରଖ ଚାଲିଥିବା ସୂଚନା ମିଳିଛି ।

Leave A Reply

Your email address will not be published.