om academy

ସ୍ମାର୍ଟ କାର୍ଡ ବଣ୍ଟନ କଲେ ମନ୍ତ୍ରୀ ଟୁକୁନି

jsm

ସୁନ୍ଦରଗଡ଼ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେର୍ଶ କ୍ରମରେ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ବ୍ଲକ ସରପଗର, ମଶାବିରା, ଗୁଣ୍ଡିଆଡିହି, ଅଳପକା, ହୁରମେଇ ସମେତ ୫ ଟି ଗ୍ରାମପଞ୍ଚାୟତର ହିତାଧିକାରୀ ମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ଓଡ଼ିଶା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍‌କ୍ତି ମନ୍ତ୍ରୀ ଟୁକୁନି ସାହୁ ବଣ୍ଟନ କରିଥିଲେ । ମିଶନ ଶକ୍ତି ବିଭାଗର ପରାମର୍ଶଦାତା ଲୋପାମୁଦ୍ରା ବକ୍‌ସିପାତ୍ର, ଲେଫ୍ରିପଡା ବ୍ଳକ ଅଧକ୍ଷା ଓ ବ୍ଳକ ଉନ୍ନୟନ ଅଧିକାରୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.