ଆଏଜ୍‌ କୋଶଲ୍‌ ରାଏଜ୍‌ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫ୍‌ ନୁଁ ଅଲଗ୍‌ କୋଶଲ୍‌ ରାଏଜ୍‌ ଦାବୀ ନେଇକରି କୋଶଲ ମହାବନ୍ଦ ଡାକରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଏଜ୍‌ କୋଶଲ୍‌ ରାଏଜ୍‌ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫ୍‌ ନୁଁ ଅଲଗ୍‌ କୋଶଲ୍‌ ରାଏଜ୍‌ ଦାବୀ ନେଇକରି କୋଶଲ ମହାବନ୍ଦ ଡାକରା ଦିଆଯାଇଛେ । ଇତାର୍‌ ବିଶେଷ ପ୍ରଭାବ ବଲାଙ୍ଗିର ସହର୍‌ ନେ ଦେଖ୍‌ବାର୍‌ କେ ମିଲିଛେ । ଗୁର୍‌ଦୁ ଟେ ସାମାଜିକ ଅନୁଷ୍ଠାନ୍‌, ସାଂସ୍କୃତିକ ଅନୁଷ୍ଠାନ ଆର୍‌ କୋଶଲବାଦୀ ନେତାମାନେ ଆଏଜ ସକାଲୁ ସକାଲୁ ପିକେଟିଂ ମୂଲ୍‌ କରି ସାରା ବଲାଙ୍ଗିର ସହର୍‌ ଥି ବୋବାଲ୍‌ କରିଥିବାର୍‌ ଦେଖ୍‌ବାର୍‌ କେ ମିଲିଛେ । ଗାଡ଼ି ମଟର୍‌, ଇସ୍‌କୁଲ୍‌ କଲେଜ୍‌, ଦୁକାନ୍‌ ବଜାର୍‌ ଠପ୍‌ ହେଇଯାଇଛେ । ସରକାରୀ ଦପ୍ତର୍‌ କେ ଅଚଲ୍‌ କର୍‌ବାର୍‌କେ ବି ଅଁଟା ଭିଡ଼ିଛନ୍‌ କୋଶଲବାଦୀ ଆନ୍ଦୋଳନକାରୀମାନେ । ବଲାଙ୍ଗିର ସହରର୍‌ କଚେରୀ ଛକ୍‌ ଆଜି ଦୁଲ୍‌କୁଛେ ଆନ୍ଦୋଳନକାରୀମାନ୍‌କର୍‌ ଜଏ କୋଶଲ୍‌ ନାରା ଥି । ଅଲଗ୍‌ କୋଶଲ୍‌ ରାଏଜ୍‌ ନେଇଁ ହେବାର୍‌ ତକ୍‌ ଆନ୍ଦୋଳନ ଜାରି ରହେବା ବଲି ଆନ୍ଦୋଳନକାରୀମାନେ କହିଛନ୍‌ ।

Leave A Reply

Your email address will not be published.