ରାଜ୍ୟରେ ଲୁଣାପାଣି ମାଛଚାଷରେ ୭୪୭ ପ୍ରତିଶତ ବୃଦ୍ଧି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ଗ୍ରାମୀଣ ଆର୍ଥିକ ଅବସ୍ଥା ବିକାଶ ଦିଗରେ ଏକ ବଡ ଉପଲବ୍ଧ ଭାବରେ ଲୁଣାପାଣି ମାଛଚାଷରେ ଉଲ୍ଲେଖନୀୟ ସଫଳତା ହାସଲ ହୋଇଛି । ଗତ ଦଶବର୍ଷ ମଧ୍ୟରେ ଏହି କ୍ଷେତ୍ରରେ ୭୪୭ ପ୍ରତିଶତ ବୃଦ୍ଧି ପାଇ ସାମୁଦ୍ରିକ ଖାଦ୍ୟ ରପ୍ତାନୀ ମୂଲ୍ୟ ୩ହଜାର କୋଟି ଟଙ୍କାରୁ ଅଧିକ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦନା କରାଯାଇଛି ।

Leave A Reply

Your email address will not be published.