ଭାରତୀୟ ଜନତା ପାର୍ଟିର ବଲାଙ୍ଗିର ଜିଲ୍ଲା ଉପ ସଭାପତି ହେଲେ ରାକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ଜନତା ପାର୍ଟିର ବଲାଙ୍ଗିର ଜିଲ୍ଲା ଉପ ସଭାପତି ହେଲେ ରାକେଶ ମିଶ୍ର । ଏ ସଂକ୍ରାନ୍ତରେ ଗତକାଲି ଅନୁଷ୍ଠିତ ଜିଲ୍ଲା ସ୍ତରୀୟ କାର୍ୟ୍ୟକାରିଣୀ ବୈଠକରେ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଏଥିପାଇଁ ରାକେଶ ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ, ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଏବଂ ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.