oum

ପୋଲିସ-ମାଓବାଦୀ ସଂଘର୍ଷରେ ଦୁଇ ଏସଓଜି ଯବାନ ସହିଦ

jsm

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି-କନ୍ଧମାଳ ସୀମାନ୍ତରେ ପୋଲିସ-ମାଓବାଦୀ ସଂଘର୍ଷରେ ମାଓ ଏନକାଉଣ୍ଟରରେ ଦୁଇ ଏସଓଜି ଯବାନ ସହିଦ ହୋଇଛନ୍ତି । ଏସଓଜି ଯବାନ ସୁଧୀର କୁମାର ଟୁଡୁ ଓ ଦେବାଶିଷ ସେଠୀ ସହିଦ ହୋଇଛନ୍ତି । ସର୍ଚ୍ଚ ଅପରେସନରେ ୫ ମାଓବାଦୀଙ୍କ ମୃତ ଦେହ ଉଦ୍ଧାର ମଧ୍ୟ ହୋଇଥିବା କୁହାଯାଇଛି । କଳାହାଣ୍ଡି ଜିଲ୍ଲା ପୋଲିସ ପକ୍ଷରୁ ପ୍ରେସ ରିଲିଜ୍ ଜାରି କରି ଏହି ସୂଚନା ଦିଆଯାଇଛି ।

Leave A Reply

Your email address will not be published.