p purohi

ଭଗବତୀ ମାନବ କଲ୍ୟାଣ ସଂଗଠନ ପକ୍ଷରୁ ଉପରଝରରେ ଦୁର୍ଗା ଚାଳିଶା ପଠନ କାର୍ଯ୍ୟକ୍ରମ

dr. purohit

ଦେଓଗାଁ, (ମନୀଷ କୁମାର ସାହୁ) : ଭଗବତୀ ମାନବ କଲ୍ୟାଣ ସଂଗଠନର କଳାହାଣ୍ଡି, ବଲାଙ୍ଗିର ଶାଖା ତରଫରୁ ପରମପୂଜ୍ୟ ଶକ୍ତିପୁତ୍ର ଜୀ ମହାରାଜଙ୍କ ଆଦେଶକ୍ରମେ ଦେଓଗାଁ ବ୍ଲକ ଉପରଝରରେ ୫ଘଣ୍ଟା ଦୁର୍ଗା ଚାଲିଶା ପଠନ କରାଯାଇ ନିଶା ମୁକ୍ତି ଅଭିଯାନ କରି ସମସ୍ତେ ନିଶା ମାଂସ ତ୍ୟାଗ କରି କିପରି ସୁସ୍ଥ ସମାଜ ଗଠନ କରି ନିଜକୁ ଏକ ସୁନ୍ଦର ଆଧ୍ୟାତ୍ମିକ ବ୍ୟକ୍ତି ହିସାବରେ ଗଢି ତୋଳିବେ ସେଥିପାଇଁ ସଚେତନ ବାର୍ତା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ଗୁରୁଭାଇଙ୍କ ମିଳିତ ଉଦ୍ୟମରେ କିପରି ନିଶାମୁକ୍ତି ହେବ ସେନେଇ ଆଲୋଚନା ହୋଇଥିଲା । ଏହାସହ ଏକ ଜନ ଜାଗରଣ କରାଯାଇଥିଲା ।

nrusinghnath
Leave A Reply

Your email address will not be published.