ଧର୍ମାନୁଷ୍ଠାନ ଖୋଲିବାକୁ ଦାବୀ

ସମ୍ବଲପୁର, (ଦାମୋଦର ପଣ୍ଡା) : କୋଭିଡ କଟକଣା ସହ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନଗୁଡିକ ଖୋଲିବା ପାଇଁ ୱାର୍ଲଡ ହ୍ୟୁମାନ ରାଇଟ ପ୍ରୋଟେକ୍ସନ ଅର୍ଗାନାଇଜେସନ୍ ପକ୍ଷରୁ ଦାବୀ କରି ଜିଲ୍ଲାପାଳଙ୍କୁ ଦାବୀପତ୍ର ଦିଆଯାଇଛି । ଏହା ସମସ୍ତଙ୍କ ଧର୍ମୀୟ ଭାବନାକୁ ଆଘାତ କରୁଛି ବୋଲି କୁହାଯାଇଛି ।

Leave A Reply

Your email address will not be published.