ଦୟାନନ୍ଦ ପ୍ଲେ ସ୍କୁଲ ପକ୍ଷରୁ ଗୁରୁ ଦିବସ ପାଳିତ

ବଲାଙ୍ଗିର : ବଲାଙ୍ଗିର ସହରରର ପେଲସ୍‌ଲାଇନ ସ୍ଥିତ ଦୟାନନ୍ଦ ପ୍ଲେ ସ୍କୁଲ ଠାରେ ଗୁରୁ ଦିବସ ପାଳିତ ହୋଇଯାଇଛି । ଗୁରୁ-ଶିଷ୍ୟ ପରମ୍ପରା ବହୁପ୍ରାଚୀନ । ବିଦ୍ୟାର୍ଥୀର ଉଚିତ୍ ମାର୍ଗଦର୍ଶକ ହେଉଛନ୍ତି ଗୁରୁ ଓ ଗୁରୁଙ୍କ ଅବଦାନକୁ ସମ୍ମାନ ଓ ସ୍ମରଣ କରିବା ଲାଗି ପ୍ରତି ବର୍ଷ ସେପ୍ଟେମ୍ବର ୫ତାରିଖରେ ପାଳନ କରାଯାଏ ଗୁରୁ ଦିବସ । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ସହରର ଦୟାନନ୍ଦ ପ୍ଲେ ସ୍କୁଲ ଠାରେ ବଡ଼ ଧୁମ୍‌ଧାମ୍‌ରେ ଗୁରୁ ଦିବସ ପାଳନ କରାଯାଇଥିବା ବେଳେ ସ୍କୁଲ ପ୍ରିନ୍ସିପାଲ ଦିବ୍ୟ ନାରାୟଣ ମିଶ୍ର ଓ ସ୍କୁଲର ଶିକ୍ଷୟିତ୍ରୀ ମାନଙ୍କ ସହ କୁନି କୁନି ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଗୁରୁ ଦିବସ ପାଳନ କରାଯାଇଥିଲା ।

Leave A Reply

Your email address will not be published.