pr

ଆଜି ବଲାଙ୍ଗିର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୨୪

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୨୪ ବୋଲି ସରକାରୀ ରିପୋର୍ଟରେ କୁହାଯାଇଛି । ଆଗଲପୁର ବ୍ଲକ୍‌ ଆଗଲପୁର ଗ୍ରା.ପ.ରୁ ୧, ବଲାଙ୍ଗିର ବ୍ଲକ୍‌ ଶିବତଲା ଗ୍ରା.ପ.ରୁ ୧, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୧୯ରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍‌ ଝରିଆଲ ଗ୍ରା.ପ.ରୁ ୫, ବେଲପଡ଼ା ବ୍ଲକ୍‌ ଯୁବା ଗ୍ରା.ପ.ରୁ ୨, ବେଲପଡ଼ା ଗ୍ରା.ପ.ରୁ ୨, ଦେଓଗାଁ ବ୍ଲକ୍‌ ଦେଓଗାଁ ଗ୍ରା.ପ.ରୁ ୧, କୁତୁର୍ଲା ଗ୍ରା.ପ.ରୁ ୧, ଖପ୍ରାଖୋଲ ବ୍ଲକ୍‌ ଘୁନସର ଗ୍ରା.ପ.ରୁ ୨, ମୁରିବାହାଲ ବ୍ଲକ୍‌ ହଲଦି ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ୍‌ ବଥର୍ଲା ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ୍‌ ଭଦ୍ରା ଗ୍ରା.ପ.ରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୨ ଓ ୯ରୁ ଜଣେ ଲେଖାଏଁ, ତୁରେକେଲା ବ୍ଲକ୍‌ କୁଇବାହାଲ, ଢୋଲମାନ୍ଦଲ ଓ ତୁରେକେଲା ଗ୍ରା.ପ.ରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

nrusinghnath
Leave A Reply

Your email address will not be published.