ଭୁବନେଶ୍ୱର, (କେପିଏନ୍ଏସ୍) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୭୭୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୭୯୨ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୫୨୪୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୦୯୬ ଜଣ କ୍ୱାରେନ୍ଟାଇନ୍ରୁ ଏବଂ ୩୬୮୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୦୭, ବାଲେଶ୍ୱରରୁ ୨୩୧, ବରଗଡରୁ ୧୩୬, ଭଦ୍ରକରୁ ୧୦୩, ବଲାଙ୍ଗିରରୁ ୨୧୬, ବୌଦ୍ଧରୁ ୧୨, କଟକରୁ ୭୬୬, ଦେବଗଡରୁ ୨୫, ଢେଙ୍କାନାଳରୁ ୭୮, ଗଜପତିରୁ ୭୨, ଗଞ୍ଜାମରୁ ୧୦୬, ଜଗତସିଂହପୁରରୁ ୧୧୪, ଯାଜପୁରରୁ ୧୯୧, ଝାରସୁଗୁଡାରୁ ୨୦୩, କଳାହାଣ୍ଡିରୁ ୮୬, କନ୍ଧମାଳରୁ ୨୦, କେନ୍ଦ୍ରାପଡାରୁ ୪୬, କେଉଁଝରରୁ ୯୫, ଖୋର୍ଦ୍ଧାରୁ ୨୬୧୫, କୋରାପୁଟରୁ ୧୬୧, ମାଳକାନଗିରିରୁ ୧୨, ମୟୁରଭଞ୍ଜରୁ ୩୩୮, ନବରଙ୍ଗପୁରରୁ ୧୧୨, ନୟାଗଡରୁ ୭୫, ନୂଆପଡାରୁ ୬୭, ପୁରୀରୁ ୨୧୬, ରାୟଗଡାରୁ ୬୫, ସମ୍ବଲପୁରରୁ ୫୯୬, ସୁବର୍ଣ୍ଣପୁରରୁ ୮୭, ସୁନ୍ଦରଗଡରୁ ୧୨୫୨ ଓ ଷ୍ଟେଟ ପୁଲ୍ରୁ ୫୭୫ ଚିହ୍ନଟ ହୋଇଛନ୍ତି ।
Next Post