om academy

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଭରସୁଜା ଗ୍ରା.ପ.ରୁ ୧ ଜଣ, ମୁରଷୁଣ୍ଡି ଗ୍ରା.ପ.ରୁ ୧ ଜଣ, ନଅଗାଁ-ବି ଗ୍ରା.ପ.ରୁ ୧ ଜଣ, ବଲାଙ୍ଗିର ବ୍ଲକ ସକମା ଗ୍ରା.ପ.ରୁ ୨ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୧୦, ୩, ୧୯ରୁ ଜଣେ ଲେଖାଏଁ, ଗୁଡଭେଲା ବ୍ଲକ ଦେଉଲଗୁଡି ଗ୍ରା.ପ.ରୁ ୧ ଜଣ, ଜାମୁଟ ଗ୍ରା.ପ.ରୁ ୧ ଜଣ, ଲୋଇସିଂହା ବ୍ଲକ ବାଦିବାହାଲ ଗ୍ରା.ପ.ରୁ ୧ ଜଣ, ମୁରିବାହାଲ ବ୍ଲକ ମୁରିବାହାଲ ଗ୍ରା.ପ.ରୁ ୧ ଜଣ, ପାଟଣାଗଡ ବ୍ଲଖ ବରପଦର ଗ୍ରା.ପ.ରୁ ୧ ଜଣ, ଗେର୍ଡା ଗ୍ରା.ପ.ରୁ ୪ ଜଣ, ଘସିଏନ୍‌ ଗ୍ରା.ପ.ରୁ ୧ ଜଣ, ସଇଁତଲା ବ୍ଲକ କୁକେଡା ଗ୍ରା.ପ.ରୁ ୧ ଜଣ, କରମତଲା ଗ୍ରା.ପ.ରୁ ୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.