ବିଳମ୍ବିତ ରାତ୍ରିରେ ସାରଳା ମନ୍ଦିରର ଦୁଇଟି ହୁଣ୍ଡିରୁ ଚୋରି

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃ‌ଷ୍ଟି) : ଗତକାଲି ବିଳମ୍ବିତ ରାତ୍ରିରେ ପାରାଦୀପର ବଡ଼ପଡ଼ିଆ ନିକଟରେ ଥିବା ସାରଳା ମନ୍ଦିରର ଦୁଇଟି ହୁଣ୍ଡିରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । କେହି ଦୁର୍ବୃତ୍ତ ଗତକାଲି ରାତ୍ରିରେ ଆସି ମା’ ସାରଳାଙ୍କ ମନ୍ଦିରରେ ଥିବା ଦୁଇଟି ଯାକ ହୁଣ୍ଡିକୁ ଭାଙ୍ଗି ସେଥିରେ ଥିବା ଲକ୍ଷାଧିକ ଟଙ୍କା ଚୋରି କରି ଫୋରର୍‌ ମାରିଥିବା ଜଣାପଡ଼ିଛି । ମନ୍ଦିର କର୍ତ୍ତୃପକ୍ଷ ଏନେଇ ପାରାଦୀପ ଆଦର୍ଶ ଥାନାରେ ଏକ ଲିଖିତ ଅଭିଯୋଗ କରାଯିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.