ommm
jittmm

ଭାରତୀୟ ଜନତାପାର୍ଟି ବଲାଙ୍ଗିର ତରଫରୁ ପଥରଚେପା ବିଜେପି କାର୍ଯ୍ୟାଳୟଠାରେ ଆଜି ପୁଣ୍ୟ ଶ୍ଲୋକ ରାଣୀ ଅହଲ୍ୟାବାଇ ହୋଲକରଙ୍କ ୩୦୦ତମ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌): ବଲାଙ୍ଗିର ବିଜେପି ତରଫରୁ ଜିଲ୍ଲା ସ୍ତରୀୟ କର୍ମଶାଳା ମଧ୍ୟ୍ୟ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ମଞ୍ଚରେ ଉପସ୍ଥିତ ଥିଲେ । ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା । ବିଧାନସଭା ପ୍ରାର୍ଥ ଗୋପାଳଜୀ ପାଣିଗ୍ରାହୀ, ଘନଶ୍ୟାମ ପ୍ରଧାନ, କିଶୋର ପଟେଲ, ସୁଶାନ୍ତ ନାୟକ, ଗୋପାଳ ହୋତା, ଭାରତୀ ମହାନନ୍ଦ, ଅକ୍ଷୟ ରଣା, ଶୋଭାକର ମେହେର, ପ୍ରଶାନ୍ତ ନାୟକ, ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ସମସ୍ତ ବିଜେପି କାର୍ଯ୍ୟକର୍ତା ଓ ମଣ୍ଡଳ ସଭାପତି ମାନେ ଉପସ୍ଥିତ ଥିଲେ । ବିଜେପି ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବକ୍ତା ମାନେ ରାଣୀ ଅହଲ୍ୟା ବାଇ ହୋଲକରଙ୍କ ଜୀବନୀ ଉପରେ କହିଥିଲେ । ଅହଲ୍ୟା ବାଇ ଦେଶ ଓ ସମାଜ ଲାଗି ମହାନତା ଉପରେ ଚର୍ଚ୍ଚା ଓ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.