pr

ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

dr. purohit

ସୁବର୍ଣ୍ଣପୁର (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟରେ ଆଇନଶୃଙ୍ଖଳା ଦୁଃସ୍ଥିତି ସହ ମାହାଙ୍ଗାରେ ବିଜେପିକର୍ମୀଙ୍କୁ ହତ୍ୟା ଘଟଣାକୁ ନେଇ ଆଜି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ୟ୍ୟାଳୟକୁ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ଏହି ଘେରାଉ କାର୍ୟ୍ୟକ୍ରମରେ ସାମିଲ ହୋଇ ହତ୍ୟାକାଣ୍ଡରେ ସଂପୃକ୍ତ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମନ୍ତ୍ରୀପଦରୁ ବହିଷ୍କାର ସହ କାର୍ୟ୍ୟାନୁଷ୍ଠାନ ନେବାକୁ ନାରାବାଜି କରିବା ସହ ଜିଲ୍ଲା ପୋଲିସ ପ୍ରଶାସନକୁ ଏକ ଦାବୀପତ୍ର ଦେଇଛନ୍ତି ।

nrusinghnath
Leave A Reply

Your email address will not be published.