pr

ଆସନ୍ତା କାଲି ସକାଳ ୭ଟାରୁ ପୂର୍ବାହ୍ନ ୧୧ ଟା ଯାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ : ବିଭାଗୀୟ ସୂଚନା

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା କାଲି ସକାଳ ୭ ଘଣ୍ଟା ଠାରୁ ପୂର୍ବାହ୍ନ ୧୧ ପର୍ୟ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସଂପୃକ୍ତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ଯୋଗୁଁ ଗାନ୍ଧିନଗରପଡା, ଜୁହ୍ନାଡ଼ିହି, ସମ୍ବଲପୁର ରୋଡ଼, ରାଧାରାଣୀପଡ଼ା, ଖଦାଲପଡ଼ା, କ୍ଲବପଡ଼ା, ସୁଦପଡ଼ା, ରାମେଶ୍ୱର ନଗର, ଚିମିନିଭାଟି, ସାହୁ କୋଲୋନୀ, ମାଲ୍‌ପଡା, ହାତୀଶାଲପଡା, ଠିକାଦାରପଡା, ଟିକିରାପଡା, ଡେଲି ମାର୍କେଟ ଅଞ୍ଚଳ, ମେନ୍‌ ରୋଡ୍‌, ରାଜେନ୍ଦ୍ରପଡା, କଂସାରୀପଡା, ସରକାରୀ ବସ୍‌ ଷ୍ଟେସନ୍‌ ଅଞ୍ଚଳ, ବ୍ରାହ୍ମଣପଡା, ହସ୍ପିଟାଲ ରୋଡ୍‌, ହସ୍ପିଟାଲ ଓ ଜଗନ୍ନାଥପଡା ଅଞ୍ଚଳରେ ପ୍ରଦତ୍ତ ସମୟରେ ବିଜୁଳି ରହିବ ନାହିଁ ବୋଲି ପ୍ରାପ୍ତ ସୂଚନାରୁ ଜଣାପଡିଛି ।

nrusinghnath
Leave A Reply

Your email address will not be published.