ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ କାହାକୁ ମିଳିଲା କେଉଁ ବିଭାଗ

  • ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି କେନ୍ଦ୍ର ମନ୍ତ୍ରୀ ପରିଷଦର ନିମ୍ନଲିଖିତ ସଦସ୍ୟମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି :-

ନୂଆଦିିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନିମ୍ନ ବିଭାଗ ଓ ମନ୍ତ୍ରଣାଳୟ ଦାୟିତ୍ୱରେ ମଧ୍ୟ ରହିବେ:
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ – କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ମନ୍ତ୍ରଣାଳୟ; ଆଣବିକ ଶକ୍ତି ବିଭାଗ;
ମହାକାଶ ବିଭାଗ; ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତିଗତ ପ୍ରସଙ୍ଗ; ଏବଂ ଅନ୍ୟ ସମସ୍ତ ବିଭାଗ ଯାହା କୌଣସି ମନ୍ତ୍ରୀଙ୍କୁ ଦିଆଯାଇନାହିଁ ।
କ୍ୟାବିନେଟ ମନ୍ତ୍ରୀ
୧. ଶ୍ରୀ ରାଜନାଥ ସିଂ – ପ୍ରତିରକ୍ଷା ମନ୍ତ୍ରୀ
୨. ଶ୍ରୀ ଅମିତ ଶାହ – ସ୍ୱରାଷ୍ଟ୍ର ମନ୍ତ୍ରୀ; ଏବଂସମବାୟ ମନ୍ତ୍ରୀ
୩ – ଶ୍ରୀ ନୀତିନ ଜୟରାମ ଗଡକରୀ – ସଡ଼କ ପରିବହନ ଓ ରାଜପଥ
୪. ଶ୍ରୀ ଜଗତ ପ୍ରକାଶ ନଡ୍ଡା – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ; ଏବଂ
ରସାୟନ ଓ ସାର ମନ୍ତ୍ରୀ
୫ . ଶ୍ରୀ ଶିବରାଜ ସିଂ ଚୌହାନ – କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ; ଏବଂ
ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ
୬ – ଶ୍ରୀମତୀ ନିର୍ମଳା ସୀତାରମଣ – ଅର୍ଥମନ୍ତ୍ରୀ; ଏବଂ
କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ
୭. ଡକ୍ଟର ସୁବ୍ରମଣ୍ୟମ ଜୟଶଙ୍କର – ବୈଦେଶିକ ବ୍ୟାପାର ମନ୍ତ୍ରୀ
୮. ଶ୍ରୀ ମନୋହର ଲାଲ – ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ; ଏବଂ
ଶକ୍ତି ମନ୍ତ୍ରୀ
୯. ଶ୍ରୀ ଏଚ୍. ଡି. କୁମାରସ୍ୱାମୀ – ଭାରୀ ଉଦ୍ୟୋଗ ମନ୍ତ୍ରୀ; ଏବଂ
ଇସ୍ପାତ ମନ୍ତ୍ରୀ
୧୦. ଶ୍ରୀ ପୀୟୂଷ ଗୋୟଲ – ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ
୧୧. ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ – ଶିକ୍ଷା ମନ୍ତ୍ରୀ
୧୨. ଶ୍ରୀ ଜିତନ ରାମ ମାଞ୍ଝି, ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ
୧୩. ଶ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂ – ପଞ୍ଚାୟତିରାଜ ମନ୍ତ୍ରୀ; ଏବଂ ମତ୍ସ୍ୟ – ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ
୧୪. ଶ୍ରୀ ସର୍ବାନନ୍ଦ ସୋନୱାଲ – ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ
୧୫. ଡ. ବୀରେନ୍ଦ୍ର କୁମାର – ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ
୧୬. ଶ୍ରୀ କିଞ୍ଜରପୁ ରାମମୋହନ ନାଇଡୁ – ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ
୧୭. ଶ୍ରୀ ପ୍ରହ୍ଲାଦ ଯୋଶୀ – ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ; ଏବଂ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ
୧୮. ଶ୍ରୀ ଜୁଏଲ ଓରାମ – ଆଦିବାସୀ ବ୍ୟାପାର ମନ୍ତ୍ରୀ
୧୯. ଶ୍ରୀ ଗିରିରାଜ ସିଂ – ବୟନ ଶିଳ୍ପ ମନ୍ତ୍ରୀ
୨୦. ଶ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ ମନ୍ତ୍ରୀ;ସୂଚନା ଓ ପ୍ରସାରଣ ମନ୍ତ୍ରୀ; ଏବଂ
ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ
୨୧. ଶ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ – ସଂଚାର ମନ୍ତ୍ରୀ; ଏବଂ
ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ
୨୨. ଶ୍ରୀ ଭୁପେନ୍ଦ୍ର ଯାଦବ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ
୨୩. ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ – ସଂସ୍କୃତି ମନ୍ତ୍ରୀ; ଏବଂ ପର୍ୟ୍ୟଟନ ମନ୍ତ୍ରୀ
୨୪. ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ
୨୫. ଶ୍ରୀ କିରଣ ରିଜିଜୁ – ସଂସଦୀୟ ବ୍ୟାପାର ମନ୍ତ୍ରୀ; ଏବଂ
ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ
୨୬. ଶ୍ରୀ ହରଦୀପ ସିଂ ପୁରୀ – ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ
୨୭. ଡ. ମନସୁଖ ମାଣ୍ଡଭୀୟ – ଶ୍ରମ ଓ ନିୟୋଜନ ମନ୍ତ୍ରୀ; ଏବଂ
ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ
୨୮. ଶ୍ରୀ ଜି. କିଶନ ରେଡ୍ଡୀ – କୋଇଲା ମନ୍ତ୍ରୀ; ଏବଂ ଖଣି ମନ୍ତ୍ରୀ
୨୯. ଶ୍ରୀ ଚିରାଗ ପାଶୱାନ – ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ
୩୦. ଶ୍ରୀ ସି. ଆର୍‌. ପାଟିଲ – ଜଳଶକ୍ତି ମନ୍ତ୍ରୀ
ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)
୧. ରାଓ ଇନ୍ଦ୍ରଜିତ୍ ସିଂହ – ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ); ଯୋଜନା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ); ଏବଂ ସଂସ୍କୃତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୨. ଡକ୍ଟର ଜିତେନ୍ଦ୍ର ସିଂ – ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ); ଭୂବିଜ୍ଞାନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ); ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟରେ ରାଷ୍ଟ୍ରମନ୍ତ୍ରୀ;
କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ପ୍ରଶାସନ ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ; ଆଣବିକ ଶକ୍ତି ବିଭାଗରେ ରାଷ୍ଟ୍ରମନ୍ତ୍ରୀ; ଏବଂ ମହାକାଶ ବିଭାଗରେ ରାଷ୍ଟ୍ରମନ୍ତ୍ରୀ
୩. ଶ୍ରୀ ଅର୍ଜୁନ ରାମ ମେଘୱାଲ – ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ); ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୪. ଶ୍ରୀ ଯାଦବ ପ୍ରତାପରାଓ ଗଣପତରାଓ – ଆୟୁଷ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ); ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୫. ଶ୍ରୀ ଜୟନ୍ତ ଚୌଧୁରୀ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ); ଏବଂ ଶିକ୍ଷା ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ
ରାଷ୍ଟ୍ରମନ୍ତ୍ରୀ:
୧. ଶ୍ରୀ ଜିତିନ ପ୍ରସାଦ – ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୨. ଶ୍ରୀ ଶ୍ରୀପଦ ୟେସୋ ନାଏକ – ଶକ୍ତି ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ; ଏବଂ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ
୩. ଶ୍ରୀ ପଙ୍କଜ ଚୌଧୁରୀ – ଅର୍ଥ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ
୪. ଶ୍ରୀ କୃଷ୍ଣ ପାଲ – ସମବାୟ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୫. ଶ୍ରୀ ରାମଦାସ ଆଠୱାଲେ – ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୬. ଶ୍ରୀ ରାମନାଥ ଠାକୁର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ।
୭. ଶ୍ରୀ ନିତ୍ୟାନନ୍ଦ ରାୟ – ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୮. ଶ୍ରୀମତୀ ଅନୁପ୍ରିୟା ପଟେଲ – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ରସାୟନ ଓ ସାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୯. ଶ୍ରୀ ଭି ସୋମନ୍ନା – ଜଳଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ
ରେଳ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ
୧୦. ଡା. ଚନ୍ଦ୍ରଶେଖର ପେମ୍ମସାନି – ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ଯୋଗାଯୋଗ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୧୧. ପ୍ରଫେସର ଏସ୍ ପି ସିଂହ ବାଘେଲ – ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ପଞ୍ଚାୟତିରାଜ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୧୨. ସୁଶ୍ରୀ ଶୋଭା କରନ୍ଦଲାଜେ – ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୧୩. ଶ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୧୪. ଶ୍ରୀ ବି.ଏଲ୍ ବର୍ମା – ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୧୫. ଶ୍ରୀ ଶାନ୍ତନୁ ଠାକୁର – ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୧୬. ଶ୍ରୀ ସୁରେଶ ଗୋପୀ – ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ପର୍ଯ୍ୟଟନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୧୭. ଡ. ଏଲ୍ ମୁରୁଗାନ୍ – ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୧୮. ଶ୍ରୀ ଅଜୟ ଟାମଟା ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୧୯. ଶ୍ରୀ ବାନ୍ଦୀ ସଞ୍ଜୟ କୁମାର – ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୨୦ – ଶ୍ରୀ କମଲେଶ ପାସୱାନ – ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୨୧. ଶ୍ରୀ ଭଗୀରଥ ଚୌଧୁରୀ – କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୨୨. ଶ୍ରୀ ସତୀଶ ଚନ୍ଦ୍ର ଦୁବେ – କୋଇଲା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ଖଣି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୨୩. ଶ୍ରୀ ସଞ୍ଜୟ ସେଠ – ପ୍ରତିରକ୍ଷା ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ
୨୪. ଶ୍ରୀ ରବନୀତ ସିଂ – ରେଳ ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ
୨୫. ଶ୍ରୀ ଦୁର୍ଗାଦାସ ଉଇକେ – ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୨୬. ଶ୍ରୀମତୀ ରକ୍ଷା ନିଖିଲ ଖଡ଼ସେ – ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୨୭ – ସୁକାନ୍ତ ମଜୁମଦାର – ଶିକ୍ଷା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ
ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୨୮. ଶ୍ରୀମତୀ ସାବିତ୍ରୀ ଠାକୁର – ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୨୯. ଶ୍ରୀ ତୋଖନ ସାହୁ – ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୩୦. ଶ୍ରୀ ରାଜ ଭୂଷଣ ଚୌଧୁରୀ ଜଳଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୩୧. ଶ୍ରୀ ଭୂପତି ରାଜୁ ଶ୍ରୀନିବାସ ବର୍ମା – ଭାରୀ ଶିଳ୍ପ ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ; ଏବଂ ଇସ୍ପାତ ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ
୩୨. ଶ୍ରୀ ହର୍ଷ ମାଲହୋତ୍ରା – କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୩୩. ଶ୍ରୀମତୀ ନିରୁବେନ ଜୟନ୍ତୀ ଭାଇ ବମଭଣିଆ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୩୪. ଶ୍ରୀ ମୁରଲୀଧର ମୋହୋଲ – ସମବାୟ ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ; ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୩୫. ଶ୍ରୀ ଜର୍ଜ କୁରିଏନ୍ – ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ
୩୬. ଶ୍ରୀ ପବିତ୍ର ମାର୍ଗେରିଟା – ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ; ଏବଂ ବୟନ ଶିଳ୍ପ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ

Leave A Reply

Your email address will not be published.