om academy

ଶିବ ମନ୍ଦିରରେ ଭାଲୁ ବଜାଉଛି ଘଣ୍ଟି : ଭିଡ଼ିଓ ଭାଇରାଲ୍‌

jsm

କୋରାପୁଟ : କୋରାପୁଟ ଜିଲ୍ଲା ବୋରିଗୁମ୍ମା ଚମ୍ପିଆ ଶିବ ମନ୍ଦିରରେ ଭାଲୁ ବଜାଉଛି ଘଣ୍ଟି । ସୂଚନା ଅନୁଯାୟୀ ଚମ୍ପିଆ ଶିବ ମନ୍ଦିରରେ ଗତ ରାତିରେ ଦୁଇଟି ଭାଲୁ ଖାଦ୍ୟ ଅନ୍ୱେଷଣରେ ପଶିଥିଲେ । ପ୍ରବେଶ ଦ୍ୱାରରେ ଘଣ୍ଟି ବଜାଉଥିବା ସମୟରେ କିଛି ଯୁବକ ଘଣ୍ଟି ଶବ୍ଦ ଶୁଣି ମନ୍ଦିରକୁ ଯାଇ ଭାଲୁ ଏଭଳି କରୁଥିବା ଦେଖି ସଙ୍ଗେ ସଙ୍ଗେ ଏହାର ଭିଡିଓ ଉତ୍ତୋଳନ କରିଥିଲେ । ପ୍ରତ୍ୟେକ ଦିନ ଦୁଇଟି ଭାଲୁ ଗାଁ ମଧ୍ୟରେ ବୁଲୁ ଥିବା ନଜରକୁ ଆସିଛି । ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।

Leave A Reply

Your email address will not be published.