ଯୁବନେତା ବାସୁଦେବ ପତିଙ୍କ ପତ୍ନୀ ବିୟୋଗ

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରର ବଳିଷ୍ଠ ଯୁବନେତା ବାସୁଦେବ ପତିଙ୍କ ଧର୍ମପତ୍ନୀ ନିବେଦିତା ପତିଙ୍କ ଦିନ ୧୨ଟା ୨୦ମି. ସମୟରେ ବିୟୋଗ ଘଟିଥିବା ସୂଚନା ମିଳିଛି । ତାଙ୍କ ଶେଷକୃତ୍ୟ ସ୍ଥାନୀୟ ବିଭୂତିନଗର ସ୍ଥିତ ଶ୍ମଶାନରେ ସଂଧ୍ୟା ୬ଟା ସମୟରେ ହେବ ବୋଲି କୁହାଯାଇଛି । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.