p purohi

ଆସନ୍ତା କାଲି ଦିନ ୯ଟାରୁ ୧ଟା୩୦ମି. ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା କାଲି ତା୦୬/୦୨/୨୦୨୧ରିଖ ଦିନ ୯ଟାରୁ ୧ଟା୩୦ମି. ପର୍ଯ୍ୟନ୍ତ ବଲାଙ୍ଗିର ସହରର କେତେକ ଅଂଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସଂପୃକ୍ତ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ଘୋଷଣା ଅନୁଯାୟୀ ଗାନ୍ଧୀନଗରପଡ଼ା, ଜୁନାଡିହି(ସମ୍ବଲପୁର ରୋଡ଼), ରାଧାରାଣୀପଡ଼ା, ଖଦାଲପଡ଼ା, କ୍ଲବ୍‌ ପଡ଼ା, ସୁଦପଡ଼ା, ରାମେଶ୍ୱରନଗର, ଚିମ୍‌ନିଭାଟି ସାହୁ କଲୋନୀ, ମାଲପଡ଼ା, ହାତୀଶାଲପଡ଼ା, ଟିକ୍ରାପଡ଼ା, ଠିକାଦାରପଡ଼ା, ଡେଲିମାର୍କେଟ, ମେନ୍‌ ରୋଡ଼, ରାଜେନ୍ଦ୍ରପଡ଼ା, କଂସାରୀପଡ଼ା, ଓଲ୍‌ଡ଼ ପେଲେସ୍‌, ସରକାରୀ ବସ୍‌ ଷ୍ଟେସନ ଅଂଚଳ ତଥା ବ୍ରାହ୍ମଣପଡ଼ା ଅଂଚଳରେ ଉପରୋକ୍ତ ସମୟରେ ବିଦ୍ୟୁତ ଯୋଗାଣ ବନ୍ଦ ରହିବ ।

nrusinghnath
Leave A Reply

Your email address will not be published.