pr

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦ : ସକ୍ରିୟ ମାମଲା ୨୩୧୧

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦ ରହିଛି । ଜିଲ୍ଲାରେ ସକ୍ରିୟ ମାମଲା ୨୩୧୧ ରହିଥିବା କୁହାଯାଇଛି । ବଲାଙ୍ଗିର ପୌରାଂଚଳରୁ ୧୮, ଆଗଲପୁର ବ୍ଲକରୁ ୩୧, ବଲାଙ୍ଗିର ବ୍ଲକରୁ ୩, ବଙ୍ଗୋମୁଣ୍ଡା ବ୍ଲକରୁ ୧୫, ବେଲପଡ଼ା ବ୍ଲକରୁ ୨୧, ଦେଓଗାଁ ବ୍ଲକରୁ ୨୨, ଗୁଡ଼ଭେଲା ବ୍ଲକରୁ ୩୪, କଂଟାବାଂଜି ଏନ୍‌ଏସି ଅଂଚଳରୁ ୧୭, ଖପ୍ରାଖୋଲ ବ୍ଲକରୁ ୧୧, ଲୋଇସିଂହା ବ୍ଲକରୁ ୨, ମୁରିବାହାଲ ବ୍ଲକରୁ ୩, ପାଟଣାଗଡ଼ ବ୍ଲକରୁ ୨, ପାଟଣାଗଡ଼ ଏନ୍‌ଏସି ଅଂଚଳରୁ ୪, ତୁରେକେଲା ବ୍ଲକରୁ ୩୩, ସଇଁନ୍ତଲ ବ୍ଲକରୁ ୧୮, ତୁଷୁରା ଏନ୍‌ଏସି ଅଂଚଳରୁ ୧୭ ଏପଂ ପୁଇଁନ୍ତଲା ବ୍ଲକରୁ ୯ ଜଣ ଚିହ୍ନଟ ହୋଇଛନ୍ତି ।

nrusinghnath
Leave A Reply

Your email address will not be published.