ବିଜେପିର ବ୍ଲକ ସ୍ତରୀୟ ବୈଠକ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ସ୍ତରୀୟ ବିଜେପିର କାର୍ଯ୍ୟକାରୀଣୀ ବୈଠକ ଖୁଟୁଲମୁଣ୍ଡା ଗାଁରେ ଅନୁଷ୍ଠିତ ହୋଇଯାଇଛି । ବିଜେପି ନେତା ଲକ୍ଷ୍ମଣ ବାଗଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ସହ ଅନେକ କର୍ମୀ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଦଳକୁ ଆହୁରୀ ମଜବୁତ କରିବାକୁ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.

error: Content is protected !!