ଶ୍ରୀମନ୍ଦିରରେ ଏକାଦଶୀ ନୀତି ପାଳିତ

ପୁରୀ, (କେପିଏନ୍‌ଏସ୍‌) : ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀରେ ଶ୍ରୀମନ୍ଦିରରେ ଏକାଦଶୀ ନୀତି ପାଳିତ ହେଉଅଛି। ମଧ୍ୟାହ୍ନ ଧୂପ ପରେ ମଇଲମ ହୋଇ ଶ୍ରୀ ବିଗ୍ରହ ଶାଢୀ ଖଣ୍ଡୁଆ ଲାଗି ହୁଅନ୍ତି ଓ ସନ୍ଧ୍ୟା ଆଳତି ପରେ ସର୍ବାଙ୍ଗ ଚନ୍ଦନ ଲାଗି ହୁଏ । ସୂଚନା ଓ ଲୋକ ସ‌ମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.