pakka

ଅଚିହ୍ନା ଶବ ପଡିଛି

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗୀର- ପାଟଣାଗଡ଼ ରୋଡ଼ରେ ଚୁଡାପାଲି ଓ ହାର୍ଡ଼ଟାଲ ମଝିରେ ରୋଡ଼ କଡରେ ଏକ ଅଚିନ୍ହା ଶବ ଲୋକେ ଦେଖିବାକୁ ପାଇଛନ୍ତି ଏବଂ ପୁଲିସକୁ ଖବର ଦେଇଛନ୍ତି l ବ୍ୟକ୍ତି କିଏ ଏବଂ କିଭଳି ତାଙ୍କର ମୃତ୍ୟୁ ହୋଇଛି, ସବିଶେଷ ବିବରଣୀ ଏପର୍ଯ୍ୟନ୍ତ କିଛି ମିଳିନି l

jay balangir
Leave A Reply

Your email address will not be published.

twenty − 10 =