pr

ହ୍ୱାଇଟ୍ ହାଉସ୍ ବାହାରେ ଗୁଳି କାଣ୍ଡ

dr. purohit

ନୂଆଦିଲ୍ଲୀ, (କେପିଏନ୍ଏସ୍) : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ହ୍ୱାଇଟ ହାଉସ୍ ବାହାରେ ଗୁଳିକାଣ୍ଡକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । କଡ଼ା କଟକଣା ତଥା ସୁଦୃଢ଼ ସୁରକ୍ଷା ବଳୟରେ ରହିଥିବା ହ୍ୱାଇଟ ହାଉସ୍ ରେ ଟ୍ରମ୍ପଙ୍କ ଦ୍ୱାରା ପ୍ରେସ ମିଟ୍ ଚାଲୁଥିବା ସମୟରେ ହ୍ୱାଇଟ ହାଉସ୍ ବାହାରେ ଗୁଳି ଫୁଟିଥିବା ବେଳେ ଜଣେ ସଶସ୍ତ୍ର ବ୍ୟକ୍ତିକୁ ଗୁଳି କରି ଦେଇଛନ୍ତି ସିକେଟ୍ ସର୍ଭିସ୍ ଗାଡର଼୍ । ରାଷ୍ଟ୍ରପତି ଟ୍ରମ୍ପ ଏ ସଂପର୍କରେ ଖୋଦ୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୁରକ୍ଷା କର୍ମୀଙ୍କ ଗୁଳିମାଡ଼ରେ ଗୁରୁତର ଅଭିଯୁକ୍ତ ହସପିଟାଲ୍ରେ ଚିକିତ୍ସାଧୀନ ଥିବା କୁହାଯାଇଛି ।

nrusinghnath
Leave A Reply

Your email address will not be published.