om academy

ମାସ୍କ ନପିନ୍ଧିଲେ ଦିଲ୍ଲୀରେ ଗଣିବାକୁ ହେବ ୨ ହଜାର ଟଙ୍କା ଜରିମାନା

jsm

ନୂଆଦିଲ୍ଲୀ : ମାସ୍କ ନପିନ୍ଧିଲେ ଦିଲ୍ଲୀରେ ଗଣିବାକୁ ହେବ ୨ ହଜାର ଟଙ୍କା ଜରିମାନା । ନଭେମ୍ବର ମାସ ଆରମ୍ଭରୁ ରାଜଧାନୀ ଦିଲ୍ଲୀରେ ପ୍ରତିଦିନ ୬ରୁ ୭ହଜାର ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ସରକାରଙ୍କ ଚିନ୍ତା ବଢି ଯାଇଛି । ରାଜଧାନୀରେ କରୋନା ସଂକ୍ରମଣର ତୃତୀୟ ଲହର ଏବେ ତାର ପରାକ୍ରମ ଦେଖାଉଥିବା କୁହାଯାଇଛି । ସଂକ୍ରମଣକୁ ଆଚଟ କରିବା ପାଇଁ କେଜ୍ରିୱାଲ ସରକାର କିଛି ବଡ ପଦକ୍ଷେପ ନେଇଥିବା ବେଳେ ମାସ୍କ ନପିନ୍ଧିଲେ ଏବେ ୨ ହଜାର ଟଙ୍କା ଜରିମାନା ଦେବାକୁ ନୂଆ ନିୟମ ଆସଛି ।

Leave A Reply

Your email address will not be published.