ls

ଘୁଞ୍ଚିଲା ଜେଇଇ ମେନ୍ ପରୀକ୍ଷା

sb

ନୂଆଦିଲ୍ଲୀ : ଦେଶରେ କରେନା ହୁ ହୁ ହୋଇ ବଢିବାରେ ଲାଗିଛି । ତେବେ ତାକୁ ଦୃଷ୍ଟିରେ ରଖି ୨୦୨୧ ଏପ୍ରିଲ୍ ସେସନ୍‌ର ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଜେଇଇ ମେନ୍ ପରୀକ୍ଷାକୁ ଘୁଞ୍ଚାଯାଇଛି । ପରୀକ୍ଷାର ୧୫ ଦିନ ପୂର୍ବରୁ ପରୀକ୍ଷାର୍ଥୀ ମାନଙ୍କୁ ଜଣାଇ ଦିଆଯିବ ବୋଲି ନ୍ୟାସ୍‌ନାଲ୍ ଟେଷ୍ଟିଂ ଏଜେନ୍ସୀ (ଏନ୍‌ଟିଏ) ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ ଚଳିତ ମାସ ୨୭, ୨୮, ୩୦ରେ ଏହି ପ୍ରବେଶିକା ପରୀକ୍ଷା କରିବାକୁ ପୂର୍ବରୁ ଘୋଷଣା କରାଯାଇଥିଲା । ଚଳିତ ବର୍ଷ ୪ଟି ସେସନରେ ପରୀକ୍ଷା ହେବାର ଥିଲା । ପୂର୍ବରୁ ଶିକ୍ଷାର୍ଥୀମାନେ ଫେବୃଆରୀ ଓ ମାର୍ଚ୍ଚ ସେସନ ପରୀକ୍ଷା ଦେଇ ସାରିଛନ୍ତି ।

pc pk
Leave A Reply

Your email address will not be published.