ନୂଆଦିଲ୍ଲୀ : ଏହି ବର୍ଷ ଆଉ ବଜାରରେ ଚାଲିବନି ପୁରୁଣା ୧୦୦ ଟଙ୍କିଆ ନୋଟ୍, ୧୦ ଏବଂ ୫ ଟଙ୍କିଆ ନୋଟ୍ ବୋଲି ଆରବିଆଇ ନିଷ୍ପତ୍ତି ନେଇଛି । ଏହା ମାର୍ଚ୍ଚ-ଏପ୍ରିଲ ପରେ ଆଉ ବଜାରରେ ଚାଲିବନି । ତେବେ ଏହା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜେନେରାଲ ମ୍ୟାନେଜର ବି ମହେଶ ଏହି ସୂଚନା ଦେଇ କହିଛନ୍ତି ଯେ, ୧୦୦, ୧୦ ଏବଂ ୫ ଟଙ୍କା ପୁରୁଣା ନୋଟ ଉପରେ ଏଭଳି ନିଷ୍ପତ୍ତି ନେବା ପଛର କାରଣ ବଜାରକୁ ଏହି ସବୁ ନୋଟର ନୂଆ ନୋଟ୍ ଆସି ସାରିଛି ।
Prev Post