Browsing Category
ସ୍ୱତନ୍ତ୍ର
ଓଡ଼ିଶାରେ ସମ୍ବାଦପତ୍ରର ପିତାମହ ସଂଗ୍ରାମୀ ଶଶୀଭୂଷଣ ରଥ
ରବି ରଥ
ଓଡ଼ିଆ ସମ୍ବାଦପତ୍ର ପ୍ରକାଶନ କ୍ଷେତ୍ରରେ ଗୌରୀ ଶଙ୍କର ରାୟଙ୍କ ସମ୍ପାଦନାରେ ୧୮୬୬ ମସିହାରେ ଉତ୍କଳ ଦୀପିକା ନାମକ ଏକ ଓଡ଼ିଆ ସମ୍ବାଦପତ୍ର ପ୍ରକାଶ ପାଇଥିଲା । ସେହି ବର୍ଷଟି ଓଡ଼ିଶା ପାଇଁ ଥିଲା ଦୁଃଖଦ ବର୍ଷ । ସେହି ବର୍ଷରେ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ପଡ଼ିବା ଯୋଗୁଁ ପ୍ରାୟ!-->!-->!-->…
Read More...
Read More...
ଯଦି ଟିକିଏ ସମୟ ମିଳୁଛି
ସୁଶ୍ରୀ ସ୍ନେହଲତା
ଯଦି ଟିକିଏ ସମୟ ମିଳୁଛି, ତେବେ ନିଜର ଯତ୍ନ ନେବାକୁ ଭୁଲନ୍ତୁ ନାହିଁ । ଅନେକ ସ୍ଥାନରେ ଘର କାମରେ ଗୃହିଣୀମାନେ ଏତେ ମଜ୍ଜି ଯାଆନ୍ତି ଯେ, ନିଜ ପ୍ରତି ସାମାନ୍ୟ ବି ଧ୍ୟାନ ଦିଅନ୍ତି ନାହିଁ । କିନ୍ତୁ ସବୁ କାମ ଯେପରି ଜରୁରୀ, ସେପରି ନିଜ ପ୍ରତି ଧ୍ୟାନ ଦେବା ମଧ୍ୟ!-->!-->!-->…
Read More...
Read More...
ବିଦ୍ରୋହୀ ଲୋକଦେବତା ଶୁଲିଆ ବୁଢ଼ା
ନବୀନ ବିଶ୍ୱବନ୍ଧୁ
କ୍ଷେତ୍ରପାଳ ଚୁଡ଼ଙ୍ଗ ଦେଓ ସୁବର୍ଣ୍ଣଗିରିରେ ଦେବତାମାନଙ୍କ ସଭା ଡାକିଲେ । ସମବେତ ହେଲେ ଲକ୍ଷେକୋଟି ଦେବାଦେବୀ । ଶୁଲିଆ ବୁଢ଼ା ଓ ଜଗନ୍ନାଥ ବି ସେ ସଭାରେ ଉପସ୍ଥିତ ଥିଲେ । କ୍ଷେତ୍ରପାଳ କହିଲେ- 'ତମେ ଦେବାଦେବୀମାନେ ସମସ୍ତେ ମୋର ପ୍ରିୟ ଓ ଆରାଧ୍ୟ । ମାତ୍ର,!-->!-->!-->…
Read More...
Read More...
କବିତା : ସମୁଦ୍ର ପହଁରା
ତ୍ରିନାଥ ସିଂହ
ବେଳାଭୂମି ସାରା ଝଲଝଲ ଭାଙ୍ଗି ପଡ଼ିଥିବାଜହ୍ନର ଟୁକୁରା ଆଖିରେ କଳାପଟିଟିଏ ଭିଡ଼ିଦେଇତମେ ଗୋଟାଉଥାଅ ସ୍ୱପ୍ନଓ ଝିଣ୍ଟି ପଡ଼ୁଥାଅ ବାରମ୍ବାର ….
ଏଣେମୋ’ ଭିତରେ କିଏ ଜଣେ ଥରକୁ ଥରଚିହିଁକି ଉଠୁଥାଏ ।
ଝାଉଁଳି ପଡ଼ିଥିବା ସମୟର ଦେହରୁଗତାୟୁର ଧୂଳିମଳି ସବୁକୁ!-->!-->!-->!-->!-->!-->!-->…
Read More...
Read More...
ଓଜନ ବଢ଼ିଲେ କରିବେ କ’ଣ ?
ଥରେ ଜଣେ ମହିଳା ଭକ୍ତ ତାଙ୍କ ପରମପୂଜ୍ୟ ସନ୍ନ୍ୟାସୀ ଧର୍ମଗୁରୁଙ୍କ ପାଖରେ ପହଂଚି ତାଙ୍କ ମନ ମଧ୍ୟରେ ଆନ୍ଦୋଳିତ କରୁଥିବା ପ୍ରଶ୍ନ ପଚାରିଲେ । “ହେ ଗୁରୁଦେବ, ଓଜନ ବଢ଼ିଲେ କ’ଣ କରିବାକୁ ପଡ଼ିବ ।” ଗମ୍ଭୀତାର ସହ ଧର୍ମଗୁରୁ ଉତ୍ତର ଦେଲେ - ତନ(ଶରୀର) ବଢ଼ିଲେ ବ୍ୟାୟାମ, ମନ ବଢ଼ିଲେ ଧ୍ୟାନ!-->…
Read More...
Read More...
ଶ୍ରୀମନ୍ଦିରରେ ପାରମ୍ପରିକ ପହିଲି ଭୋଗ ଏକ ସ୍ୱତନ୍ତ୍ର ନୀତି ଅନନ୍ୟ ନିଆରା
ସାମ୍ବାଦିକ କେ.ସତ୍ୟନାରାୟଣ ରେଡ୍ଡୀ
ଧନୁ ସଂକ୍ରାନ୍ତି ବା ମୁଆଁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ଯାଏଁ ଶ୍ରୀମନ୍ଦିରରେ ଆରମ୍ଭ ହୁଏ ପହିଲି ଭୋଗ ନୀତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୁଏ । ଆସ ମୁଆଁ ଖାଇବା, ପହିଲି ଭୋଗରେ ମନ!-->!-->!-->…
Read More...
Read More...
ନିଜସ୍ଵ ମତ : ଚରିତ୍ରହୀନା
ବବିତା ମହାପାତ୍ର
ଅନେକ ଦିନ ଧରି ଚରିତ୍ରହୀନା ଶବ୍ଦଟି ମତେ ଅଦ୍ଭୁତ ମନେ ହେଉଥିଲା । ଚରିତ୍ର ଶବ୍ଦର ପ୍ରକୃତ ସଂଜ୍ଞା କଣ ମୁଁ ଆଦୌ ଜାଣି ନଥିଲି । ହୁଏତ' ଏଯାଏ ବି ନିର୍ଦ୍ଧିଷ୍ଟ ଭାବେ ସ୍ପଷ୍ଟ ନୁହେଁ ।
କିଛିଦିନ ପୂର୍ବରୁ ମୋର ପରିଚିତ ଜଣଙ୍କର ଦେହାନ୍ତ ହେବାର ଖବର ମତେ ଆଉ ଜଣେ!-->!-->!-->!-->!-->…
Read More...
Read More...
ଓକିଲଙ୍କ ଆନ୍ଦୋଳନ
ଗଜାନନ ମିଶ୍ର
ଅଦାଲତର କାର୍ଯ୍ୟରେ କେହି ବାଧା ସୃଷ୍ଟିକାରୀ ହୋଇ ପାରିବେ ନାହିଁ । ଓକିଲଙ୍କ ଆନ୍ଦୋଳନକୁ ନେଇ ଏପରି ଅସନ୍ତୋଷ ଓ କଡା ଆଭିମୁଖ୍ୟ ପ୍ରକାଶ କରିଛନ୍ତି ଉଚ୍ଚତମ ନ୍ୟାୟାଳୟ । ଏଇଟା ସତ ଯେ ଗଣତାନ୍ତ୍ରିକ ବ୍ୟବସ୍ଥାରେ କେହି ନ୍ୟାୟପାଳିକାକୁ ଅସମ୍ମାନ କରି ପାରିବେ ନାହିଁ କି!-->!-->!-->…
Read More...
Read More...
ବିଶିଷ୍ଟ ଶ୍ରମିକନେତା ଶିବଚରଣ ବୋଇତିଙ୍କ ବିୟୋଗରେ…..
ନିରଞ୍ଜନ ସାମଲ
ରାଉରକେଲା : ରାଉରକେଲାରେ ଶିଳ୍ପ ସମ୍ପର୍କରେ ଏକ ନୂତନ ଅଧ୍ୟାୟର ଅବତରଣା କରିଥିବା ଶିବଚରଣ ବୋଇତି ୧୯୪୦ ମସିହାରେ ଅଗଷ୍ଟ ୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାର ମାନପୁର ଠାରେ ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ!-->!-->!-->…
Read More...
Read More...
ମାର୍ଗଶୀର ଶୁକ୍ଳ ପକ୍ଷ ଷଷ୍ଠୀ ଅବା ପ୍ରାବଣ ଷଷ୍ଠୀରେ ବିଶ୍ୱନୀୟନ୍ତା ଭଗବାନଙ୍କ “ଘୋଡଲାଗି ବେଶ” ଲାଗି…
ମହାପ୍ରଭୁ କଳା ଶ୍ରୀମୁଖ ହେ କାଳିଆ ସାଆନ୍ତ, ଜୟ ଜଗନ୍ନାଥ । ଶ୍ରୀକ୍ଷେତ୍ର ଅଧୀପତି ଶ୍ରୀମନ୍ଦିରରେ ବିରାଜିତ ଶ୍ରୀ ଜଗନ୍ନାଥ ସ୍ୱାମୀଙ୍କ ବଡ ଭାଇ ବଳଭଦ୍ରଙ୍କ ସହ ଭଗିନୀ ସୁଭଦ୍ରା ଓ ସୁଦର୍ଶନଙ୍କ ସହ ନିୟତି ଚକ୍ରକୁ ସମ୍ମାନ ଜଣାଇ ଋତୁ ଅନୁସାରେ ନିଜର ବେଶ, ପରମ୍ପରା ନୀତିରେ ପରିବର୍ତ୍ତନ!-->…
Read More...
Read More...