Browsing Category

ସ୍ୱତନ୍ତ୍ର

ଠାନ୍‌ଟେ ଶୁଇନ୍ ହେଇଗଲା

ଅଶୋକ କୁମାର ପୂଜାରୀ ଆପଣଙ୍କର ଠାନ ମେଲା କରି ଦେଲେ କାଏନ ? ଭାଷା ସାହିତ୍ୟର ବିକାଶ ଲାଗି ଦିନ ରାଏତ୍ ଏକ କରି ଦେଇଥିଲେ ଆପଣ । ଅଶୀ ବରଷ ବଏସେଁ ବି ଚାଲିଶ ବର୍ଷିଆ ଜୁଆନ ଥିଲେ ଆପଣ । ବରଗଡର ସବୁ ସଭା, ସାହିତ୍ୟର ହରେକ୍ କାର୍ଯ୍ୟକ୍ରମ କେ ଆପଣଙ୍କୁ ଦରକାର ପଡୁଥିଲା । ସ୍ଥାନୀୟ
Read More...

ଶରତ ଋତୁରେ ଶରତଙ୍କୁ ବିଦାୟ

ସୁରେନ୍ଦ୍ର ହୋତା, ସାମ୍ବାଦିକ, ବରଗଡ଼ ଶରତ ଋତୁରେ ପାର୍ବଣର ଆଗମନ ଠିକ ପୂର୍ବରୁ ବରଗଡ଼ ସହରରୁ ଚିରଦିନ ପାଇଁ ଶରତ ଉଭେଇ ଗଲେ । ଆପଣମାନଙ୍କ ମନରେ ପ୍ରଶ୍ନ ଉଠୁଥିବ, ଏ ଶରତ କିଏ ? ତାଙ୍କ କଣ କିଛି ସ୍ୱାତନ୍ତ୍ରତା ଥିଲା ଯେ, ତାଙ୍କ ସମ୍ପର୍କରେ ଫେସବୁକରେ ଚର୍ଚ୍ଚା ହେଉଛି । ସହରରେ ଅନେକ
Read More...

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ

ଦେବାଶିଷ ପଟ୍ଟନାୟକ ଭାରତ ଏକ କୃଷିପ୍ରଧାନ ଦେଶ । କୃଷିକୁ ଆଧାର କରି ଭାରତ ବର୍ଷରେ ଏକ ସମୃଦ୍ଧ ସଭ୍ୟତା ଗଢ଼ି ଉଠିଛି । କେଉଁ ଆବହମାନ କାଳରୁ ଭାରତବର୍ଷରେ ପାଳିତ ହେଉଥିବା ପର୍ବପର୍ବାଣୀ ମଧ୍ୟରେ ନୂଆଁ ଅନ୍ନ ପୂଜା ମହାନ ପର୍ବ ଭାବରେ ଏକ ସ୍ୱତନ୍ତ୍ର ସ୍ଥାନ ଅଳଙ୍କୃତ କରି ଆସିଛି । ଭାରତ
Read More...

ସୌହାର୍ଦ୍ଦ୍ୟର ପର୍ବ ନୂଆଁଖାଇ

ଡକ୍ଟର ଲକ୍ଷ୍ମଣ ମେହେରଜୀବନ ନିର୍ବାହର ମୂଳଦୂଆ ହେଉଛି ଅନ୍ନ । ଏଥିପାଇଁ କୃଷକର ଭୂମିକା ଗୁରୁତ୍ୱପୂର୍ଣ୍ଣ । ମାଟି ବିନା କୃଷିକାର୍ଯ୍ୟ ଅସମ୍ଭବ । ପଶ୍ଚିମ ଓଡ଼ିଶା କୃଷି ପ୍ରଧାନ ଅଞ୍ଚଳ ହୋଇଥିବାରୁ ଏହାର ପର୍ବପର୍ବାଣିଗୁଡ଼ିକ ମୁଖ୍ୟତଃ କୃଷିଭିତ୍ତିକ । ବିଭିନ୍ନ ପର୍ବ ମଧ୍ୟରେ ନୂଆଖାଇ ଏକ
Read More...

କୃତଜ୍ଞତା ଓ ଭାଇଚାରାର ପର୍ବ ନୂଆଁଖାଇ

ଅଧ୍ୟାପକ କୌତୁକ ପନ୍ଦର “ଅନ୍ନ ବିହୁନେ ହଂସ ହାନିଯୋଗ ସାଧିବୁ କାହା ଘେନି ।।”(ଭାଗବତ, ଜଗନ୍ନାଥ ଦାସ) ମନୁଷ୍ୟ ସଭ୍ୟତାର ପ୍ରାକ୍‌ କାଳରୁ ବଂଚିବା ସକାଶେ ତା’ର ମୌଳିକ ଆବଶ୍ୟକତା ନିତାନ୍ତ ଜରୁରୀ । ତା’ ଭିତରୁ ଖାଦ୍ୟ ହେଉଛି ଏକ ମୌଳିକ ଓ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା । ଏହା
Read More...

ସାମ୍ୟବାଦୀ ବିପ୍ଳବୀ ଜନନେତା ଯୁଧିଷ୍ଠିର ମିଶ୍ର

ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସାମ୍ବାଦିକ ପରାଧିନ ଭାରତର ଶେଷବେଳକୁ ବ୍ରିଟିସ ଶାସନ ଲୋକଙ୍କୁ ଅତିଷ୍ଠ କରିଦେଇଥିଲା । ଠିକ୍‌ ସେହିପରି ବ୍ରିଟିସ ଶାସନକୁ ଆୟୁଧକରି ଶାସନ କରୁଥିବା ଗଡଜାତରାଜ୍ୟମାନଙ୍କରେ ପ୍ରଜାଙ୍କୁ ଶୋଷଣ କରାଯାଉଥିଲା । ଠିକ୍‌ ସେହି ସମୟରେ ଓଡିଶାର କିଛି ଛାତ୍ରଙ୍କୁ ଏହା
Read More...

ଅଗଷ୍ଟ ୦୯ ବିଶ୍ୱ ଆଦିବାସୀ ଦିବସ : ଏକ ଅନୁଚିନ୍ତା

ଅଧ୍ୟାପକ କୌତୁକ ପନ୍ଦର “ସିଂହ ନିଜର ଇତିହାସ ନ ଲେଖିଲା ପର୍ୟ୍ୟନ୍ତ ଶିକାରୀ ତା’ର ନିଜ ଗୁଣଗାନ କରି ହିଁ ଶିକାରର ଇତିହାସକୁ ପରିବର୍ଦ୍ଧିତ କରି ଚାଲିଥିବ ।” ଉପରୋକ୍ତ ମନ୍ତବ୍ୟ ଦେଇଥିବା ପ୍ରଖ୍ୟାତ ଲେଖକ ହେଲେ ନାଇଜେରିଆବାସୀ ଚିନୁଆ ଆଚେବେ (ଥିଙ୍ଗଫଲ ଏପାର୍ଟ) ଉପନ୍ୟାସକାର ।
Read More...

ସର୍ବଧର୍ମ ସମନ୍ୱୟର ପ୍ରତୀକ ଥିଲେ ଡ.ସଦାନନ୍ଦ ଅଗ୍ରୱାଲ : ସେଇ ମହାନ୍‌ ଆତ୍ମାଙ୍କୁ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ…

ପୂର୍ଣ୍ଣଚନ୍ଦ୍ର ପଣ୍ଡା ସଂପ୍ରତି ବିଶ୍ୱରେ ଧର୍ମ ଧର୍ମ ମଧ୍ୟରେ ବିଭେଦ ବଢିଚାଲିଛି । ଅନେକ ସମୟରେ ଏହା ହିଂସାର ରୂପ ନେଉଛି । ଏପରିକି ଗୋଟିଏ ଧର୍ମରେ ମଧ୍ୟ ନିଜ ନିଜ ମଧ୍ୟରେ ଭିନ୍ନବାଦକୁ ନେଇ ବିବାଦ ଦେଖାଦେଉଛି । କିନ୍ତୁ ସବୁଧର୍ମର ମୂଳ ଆଦର୍ଶ ସମାନ ଓ ଏହା ମାନବକଲ୍ୟାଣକାରୀ ବୋଲି
Read More...

ଆମେ ସବୁ ଗୁରୁଜୀ ଗୁରୁମା’ ମାନେ ଓ ଆମର ଅନ୍ ଲାଇନ୍ ପାଠପଢା

ମୃଗାକ୍ଷୀ ପଣ୍ଡା ପ୍ରାୟ ଦଶ ବାର ଜଣ ଗୁରୁଜୀ ଗୁରୁମା'କୁ ପଚାରିଲା ପରେ ଆଜି ସାହାସ କରୁଛି ନିଜର ପାଠପଢା ଅନୁଭୂତିକୁ ଆପଣ ମାନଙ୍କ ସାଂଗରେ ବାଣ୍ଟିବା ପାଇଁ । ଯଦି ଏଇ ଅନୁଭବ ପାଇ ନ ଥାଆନ୍ତି, ତେବେ କାନମୁଣ୍ଡ ଆଉଁସି ଚୁପ୍ ରହି ଥାଆନ୍ତି । ଦେଖିଲି ପ୍ରାୟତଃ … ନାଇଁ ନାଇଁ ପ୍ରାୟତଃ
Read More...

ଭାରତରେ ଡାଇନୋସର

ଡଃ.ବି.ଏନ୍‌.ଶ୍ରୀକାନ୍ତ ତାମିଲନାଡ଼ୁର କାବେରୀ ଅବବାହିକା ସ୍ଥିତ ଅରିୟାଲୁର ଜିଲ୍ଲାର ଗାଁଟିଏ ମାଲେରି । ଏହା ନିକଟସ୍ଥ କୋଲେରୁର୍ଣ୍ଣ ଓ ଭେଲାର ନଦୀଶଯ୍ୟାର ମଧ୍ୟଭାଗରୁ ବିଭିନ୍ନ ପ୍ରସ୍ତର ସ୍ତର ଭିତରୁ ଅଶ୍ମିଭୂତ ବହୁ ଡାଇନୋସରର ଅଣ୍ଡା ଖୋଳ ବାହାର କରିଛନ୍ତି ପେରିୟାର ବିଶ୍ୱବିଦ୍ୟାଳୟର
Read More...