Browsing Category
ସାହିତ୍ୟ
ତମେ କେତେ ଦେବ ?
ରାଜଧାନୀ ନେ ଚାକିରି ସାର୍ଲା ଉତ୍ରୁ ବନ୍ଛୋର୍ ବାବୁ ଗାଁ କେ ଫିରି ଆଏଲେ । ଛୁଆ ଦିନୁଁ ତାକର୍ ସଫା ସୁତ୍ରା ଜୀବନ୍ । ଚାଲିଶ ବରଷ୍ର ସରକାରୀ ଚାକିରି ଭିତ୍ରେ ବି ତାକର୍ ଦିହେଁ କେବେ କଲା ନେଇଁଲାଗି । ତାକର୍ କଥା ଯେନତା ପର୍ଛା ଉର୍ଛା, ତାକର୍ ବେଭାର୍ ବି ହେନ୍ତା!-->…
Read More...
Read More...
ସାରା ଜଗତ୍ ତାହାକୁଁ ଶୂଇନ୍ ଶୂଇନ୍ ଲାଗୁଥାଏ
କବାଡ଼ି ବାଲା ଥର୍ ଥର୍ କରି ଯୁଖୁଛେ ବହି ପତର୍ । କେତେବେଲେ ନେଇଁ ସରୁଛେ… । ଘଂଟା ତିନେ ଯୁଖ୍ଲା ଉତ୍ରୁ ପାଁଚ ଶ’ ବୟାନବେ କେଜି ହେଲା । କେଜି କେ ପାଁଚ୍ ଟଁକା ଭଉ ଥି ଭଡେ଼ା ଭଡେ଼ା ପଏସା ଗନିଦେଲା ଆର୍ ଟ୍ରଲି ରିକ୍ସା ଥି ବହି ପତର୍ ଲଦି କରି ଭାଗ୍ଲା ।
ମାଷ୍ଟର୍ ବୁଢ଼ା!-->!-->!-->…
Read More...
Read More...
କବିତା : ଫେରନ୍ତା ପକ୍ଷୀ
ତ୍ରିନାଥ ସିଂହ
ହାତରୁ ଗଳିପଡ଼ିଥିବା ଦର୍ପଣରଚୁରମାର୍ କାଚ,ଡାକରେ ପଡ଼ିସାରିଥିବାଦୁର୍ବଳ ମୁହୂର୍ତ୍ତର ଚିଠି,ଆଙ୍ଗୁଠି ଫାଙ୍କଦେଇ ଖସିଯାଇଥିବାନିଷ୍ପାପ ଆୟୁଷ…
: ସେଇ ଏକା କଥା ।
ନା ପୁନର୍ବାର ଫେରିଆସେଛିଣ୍ଡି ପଡ଼ିଥିବା ତାରାଆକାଶର ଡେମ୍ଫକୁ…ନା ବହି ଯାଇଥିବାଯନ୍ତ୍ରଣା- ମଧୁର-!-->!-->!-->!-->!-->!-->!-->…
Read More...
Read More...
କବିତା : କାଜୁ ଅରଣ୍ୟରେ
ଅଶୋକ କୁମାର ମହାପାତ୍ର
ଦୁର୍ବଳିଆ ପତ୍ର ଅହରହଋତୁର ନିଷ୍ପତ୍ତି ଏଡ଼ିସାମୁହିକ ଉଲ୍ଲାସରେ ଖସୁଥାନ୍ତିପ୍ରାୟ ପ୍ରତିଦିନ, କାଜୁ ଅରଣ୍ୟରେ ।
ଉଡ଼ନ୍ତା ଦର୍ପଣ ଭଳିଚିକ୍ ଚିକ୍ ପ୍ରଜାପତି ମାନେଏକା ମହୁ ଖାଇ ସୁଦ୍ଧାଦିଶୁଥାନ୍ତି ଭିନ୍ନ ଭିନ୍ନ, କାଜୁ ଅରଣ୍ୟରେ ।
ଅଣ୍ଟିରେ କିଛି କଞ୍ଚା!-->!-->!-->!-->!-->!-->!-->…
Read More...
Read More...
କ୍ଷୁଦ୍ର ଗଳ୍ପ : ମାନିଆଁ ଜାରିକଲା ପଞ୍ଚାୟତ ରାଜନୀତିର ଶ୍ୱେତପତ୍ର
ଉମାଶଙ୍କର ଶତପଥୀ
ମାନିଆଁ ମୁହଁରେ ବାଡବତା ନଥିଲା । ତା ମୁହଁର ଭାଷା ତା ସୀମା ସରହଦ ଡେଇଁ ଗାଆଁ ଦାଣ୍ଡ କାନ୍ଥରେ ବାଡେଇ ହେଉଥିଲା ଅନବରତ । ରହି ରହି କହୁଥିଲା - ନିର୍ଲଜତାର ବି ସୀମା ଅଛି ହେଲେ ଆମ ଗାଆଁ ସରପଞ୍ଚଟା ସେଥିରୁ ବାହାରେ । ଉଧାରିଖିଆ ପୋଡ଼ା ମୁହାଁଟା ଏଥର ବି ଠିଆ ହୋଇଛି!-->!-->!-->…
Read More...
Read More...
କବିତା : ଶୂନ୍ୟ ସୀମନ୍ତିନୀ ରାଧା
ବିଜୟ କୁମାର ତ୍ରିପାଠୀ
(ଏକ)
ନିରାଭରଣ ହୋଇଛିଶୂନ୍ୟକୁଂଭ ଟେକି ଦେଇଛିଦେହରୁ ଉତାରି ଦେଇଯେତେ ସବୁ ମିଛ ଆବରଣ, ଆଭୂଷଣଅନଂତ ଆକାଶର ଛାତ ତଳେଉତ୍ତୋଳିତ ହାତରେକେତେ କାଳରୁ ଛିଡ଼ା ହୋଇଛି,କାହା ଇଚ୍ଛାରେ ନୁହଁସ୍ୱଇଚ୍ଛାରେ କେବେଠୁ ନିଜକୁତୁମଠାରେ ସମର୍ପି ଦେଇଛି ।
ଫୁଟେଇ ଥିବା!-->!-->!-->!-->!-->!-->!-->…
Read More...
Read More...
କବିତା : ଆସ ଦିହେଁ ମିଶି ଲେଖିବା କବିତା
ପ୍ରହଲ୍ଲାଦ ଶତପଥୀ
ଆସ, ଦିହେଁ ମିଶି ଲେଖିବା କବିତା ଏଇ ଶତାବ୍ଦୀରକବିତାରେ ଡେଇଁଯିବା ସୀମା ସରହଦ ଏଇ ପୃଥିବୀର ।ହସକୁ ଡେଇଁଯାଏ କବିତାଠିକ ସେମିତି ଆମେ ଡେଇଁଯିବା ଆଖିସବୁରେଢେଉ ଖେଳୁଥିବା ଲୁହ ସବୁକୁ ।ଶବ୍ଦ ନାଆ ହୁଏ, ନାବିକ ହୁଏଶବ୍ଦ ବେଳେବେଳେ ସମୁଦ୍ର ବି ହୁଏ ।କବିତା ଭିତରକୁ!-->!-->!-->…
Read More...
Read More...
କବିତା : ଲଟ୍କନା
ନବୀନ ବିଶ୍ୱବନ୍ଧୁ
ଗଲ ଯେ' ଗଲ !ନାଇଁ ଆଏଲ।କାହିଁ ଗଲ, କାଣା କଲକିଏ ଜାନେ…କା'ର୍ ସୁରେ,କେତେ ଧୂରେକେନ୍ ଠାନେ ?
ତମେ ପଲାଲାକେ ଅକାଲ୍-କାଲ୍,ପଡ଼ିଆ ପଡ଼ଲା ଗଜ୍-ବାହାଲ୍,ମାଲେ ମାଲେ ଗଲା ମାଲ୍-ଖେକାରୀ,ଭାଲୁ କଅଁଲାଲା କୁଶେର୍ ବାରୀ,କୁକୁରା ଖାଏଲା ଘଉବିଲେଇ…ଆଏଲ ନାଇଁ !
ତମର୍!-->!-->!-->!-->!-->!-->!-->…
Read More...
Read More...
ଗଳ୍ପ : ମୋର ଗଜ ରାଶି
ଜୟଶ୍ରୀ ସାହୁ
ଉତ୍ତର ଭୁଲ ହେଲେ ସମସ୍ତଙ୍କୁ ଛିଡ଼ା କରେଇ ଜଣେ ପରେ ଜଣକୁ ମନ୍ଦାର ବାଡିରେ ପିଟି ପିଟି ଆସୁ ଆସୁ ଠିକ୍ ତାରି ସାମନାକୁ ଆସିଲେ କ’ଣ ପାଇଁ ଇଂରାଜୀ ସାର୍ଙ୍କ ଭାବଭଙ୍ଗୀ ବଦଳି ଯାଉଥିଲା । କେଜାଣି କାହିଁକି ରାଗରେ ଲାଲ ପଡିଯାଇଥିବା ସାର୍ଙ୍କ ମୁହଁରେ ହଠାତ ବିଜୁଳି ପରି!-->!-->!-->…
Read More...
Read More...
କବିତା : ମୁଣ୍ଡ
ଏଲି ମହାନ୍ତି
ମୁଣ୍ଡ ଗଢିବାକୁମୁଣ୍ଡ ଦରକାର ।
ମୁଣ୍ଡ କାଟିବାକୁମୁଣ୍ଡ ଦରକାର ।
ମୁଣ୍ଡ ବିକିଥିବା ଲୋକସାରା ରାତି ଛଟପଟ,
ମୁଣ୍ଡ କିଣିଥିବା ଲୋକର ସ୍ୱପ୍ନରେକଟା ମୁଣ୍ଡର ଉତ୍ପାତ !
ସାରା ସଂସାରରେ ଭରି ଯାଇଛି ମୁଣ୍ଡଭୁଇଁରୁ ଗଜୁରି ଉଠୁଛି ମୁଣ୍ଡମାଗୁଛି ପରିଚୟ ଦିଅ,ଗଛରୁ!-->!-->!-->!-->!-->!-->!-->!-->!-->!-->!-->…
Read More...
Read More...