Browsing Category

ଓଡିଶା

ଆଇଜିଆଇଟି ସରାଙ୍ଗକୁ ‘ଏକକ ବିଶ୍ଵବିଦ୍ୟାଳୟ ମାନ୍ୟତା’ ଦେବା ପାଇଁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଭିସୁଟ ଓ ଓୟୁଟିଆର ଭଳି ଆଇଜିଆଇଟି ସରାଙ୍ଗକୁ ମଧ୍ୟ ସମାନ ଭାବେ ଅପଗ୍ରେଡ୍ କରିବା ପାଇଁ ଦେଲେ ପ୍ରସ୍ତାବ୧୯୮୨ରେ ପ୍ରତିଷ୍ଠିତ ଆଇଜିଆଇଟି ସରାଙ୍ଗ ୟୁଜିସି ଦ୍ୱାରା ସ୍ଵୟଂଶାସିତ ଏବଂ ଏଆଇସିଟିଇ ଓ ଏନବିଏ ଦ୍ୱାରା ସ୍ୱୀକୃତିପ୍ରାପ୍ତଏଠାରେ ପିଏଚ.ଡି, ଏମ.ଟେକ, ବି.ଟେକ ଓ ଡିପ୍ଲୋମା ଭଳି
Read More...

ଏନ୍ସିଇଆର୍ଟିର ସିଇଇ-୨୦୨୬ ପାଇଁ ଅନଲାଇନ୍ ଆବେଦନର ଶେଷ ତାରିଖ ୭ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍ସିଇଆର୍ଟି) ପକ୍ଷରୁ ଆୟୋଜିତ ସାଧାରଣ ପ୍ରବେଶିକା ପରୀକ୍ଷା (ସିଇଇ)-୨୦୨୬ ପାଇଁ ଅନଲାଇନ୍ ପଞ୍ଜୀକରଣ ଓ ଆବେଦନପତ୍ର ଦାଖଲର ଶେଷ ତାରିଖ ବୃଦ୍ଧି କରାଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ୭ ଜୁନ୍ ୨୦୨୬ ରାତି
Read More...

ଟିକ୍ରାପଡା ଶୀତଳ ଷଷ୍ଠୀ ମହୋତ୍ସବର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ଠାରେ ଆସନ୍ତା ଶୀତଳ ଷଷ୍ଠୀ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମହୋତ୍ସବ ପାଇଁ ପୂର୍ବତନ ନଗରପାଳ ପ୍ରଦୀପ ସାହୁଙ୍କୁ ସଭାପତି, ବିକାଶ ସାଙ୍କୁ ସଂପାଦକ ଓ ରାଜେଶ ସାହୁଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ
Read More...

ଜାତୀୟ ଜୁନିୟର କିକ୍‌ ବକ୍ସିଂରେ ବଲାଙ୍ଗିରର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖୋର୍ଦ୍ଧାର କେଟି ଗ୍ଲୋବାଲ ସ୍କୁଲରେ ମଇ ୩୦ରୁ ଜୁନ ୩ ତାରିଖ ପର୍ଯ୍ୟନ୍ତ ଜାତୀୟ ଜୁନିୟର କିକ୍‌ ବକ୍ସିଂ ଚମ୍ପିୟାନସିପ୍‌ ଅନୁଷ୍ଠିତ ହୋଇଥିଲା । ଏହି ଚମ୍ପିୟାନସିପ୍‌ରେ ବଲାଙ୍ଗିର ଆମେଚର୍‌ କିକ୍‌ ବକ୍ସିଂ ସଂଘର କିକ୍‌ ବକ୍ସିଂ ପ୍ରଶିକ୍ଷକ ଚନ୍ଦ୍ରଶେଖର
Read More...

ଆନ୍ତଃ ଜିଲ୍ଲା ସିଏମ୍‌ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍‌ର ଚତୁର୍ଥ ଦିବସ

ବାଳକ ଓ ବାଳିକା ଉଭୟ ବର୍ଗରେ ବରଗଡ଼ ଓ ସମ୍ବଲପୁର ବିଜୟୀ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତଃ ଜିଲ୍ଲା ୧୪ ବର୍ଷ ବାଳକ ଓ ବାଳିକା ସିଏମ୍‌ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍‌ ଗାନ୍ଧୀ ଷ୍ଟାଡ଼ିୟମ, ବଲାଙ୍ଗିର ଠାରେ ଚତୁର୍ଥ ଦିବସ ବାଳକ ବର୍ଗ ପ୍ରଥମ ଖେଳରେ ବରଗଡ଼ ୧-୦ ଗୋଲରେ
Read More...

ବିଧାୟକଙ୍କ ଠାରେ ଦାବୀ ଉପସ୍ଥାପନା କଲା ରେଲ ଉପଭୋକ୍ତା ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଶୈଳଶ୍ରୀ ପ୍ୟାଲେସ ଠାରେ ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କୁ ରେଲ ଉପଭୋକ୍ତା ସଂଘର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭେଟି ବିଭିନ୍ନ ଦାବି ସଂପର୍କରେ ଆଲୋଚନା କରି ଦାବିପତ୍ର ପ୍ରଦାନ କରିଛି । ବିଶେଷତଃ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କୂଳପତିଙ୍କୁ ଭେଟିଲେ ନରସିଂହ

ଗବେଷଣା ମୂଳକ କାର୍ଯ୍ୟ ଆରମ୍ଭ ପାଇଁ ହେଲା ଆଲୋଚନା ବଲାଙ୍ଗିର, (ଦେବଶିଷ ମିଶ୍ର) : ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ଯାଇ କୂଳପତି ବିଭୁତି ଭୂଷଣ ମଲ୍ଲିକ ଓ କୂଳ ସଚିବ ହରପ୍ରସାଦ ଭୋଇଙ୍କ ସହ ବିଶ୍ୱ ବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା
Read More...

ଜୁଆ ଓ ସଂଗଠିତ ଅପରାଧ ବିରୁଦ୍ଧରେ ନୂଆପଡା ପୋଲିସର ଦୃଢ କାର୍ଯ୍ୟାନୁଷ୍ଠାନ : ୨୨ ଗିରଫ, ୩.୫୬ ଲକ୍ଷ ଟଙ୍କା ଜବତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲାରେ ବେଆଇନ ଜୁଆ କାରବାର ବିରୋଧରେ ନୂଆପଡ଼ା ପୁଲିସ ଏକ ବଡ଼ ଧରଣର ସଫଳତା ହାସଲ କରିଛି । ଦୀର୍ଘଦିନ ଧରି ଜୋଙ୍କ ଥାନା ଅଞ୍ଚଳରେ ସଂଗଠିତ ଭାବେ ଚାଲୁଥିବା ଜୁଆ କାରବାର ଉପରେ ଗୁଇନ୍ଦା ନଜର ରଖିବା ପରେ ପୁଲିସ ଏକ ଯୋଜନାବଦ୍ଧ ଚଢ଼ାଉ କରି ୨୨ ଜଣ
Read More...

ରାଉରକେଲା ଶ୍ରମିକ ସଂଘର ବିଶାଳ ଗଣଧାରଣା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଶ୍ରମିକ ସଂଘ ଆହ୍ୱାନରେ ଆଜି ସେକ୍ଟର–୨ ସହରସେବା କାର୍ଯ୍ୟାଳୟ ସମ୍ମୁଖରେ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଏକ ବିଶାଳ ଗଣଧାରଣା ଓ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ମନମୁଖୀ
Read More...

ଭାରତୀୟ ବାରିକ ସମାଜ ରାଉରକେଲା ଶାଖା ଦ୍ୱାରା ସେବା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ବାରିକ ସମାଜର ରାଉରକେଲା ଶାଖା ସଭାପତି ବିପିନ ଶର୍ମାଙ୍କ ନେତୃତ୍ୱରେ ଏକ ସାମାଜିକ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟିମ୍ବର କଲୋନୀ ସ୍ଥିତ ଶାନ୍ତି ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜର ସର୍ବଭାରତୀୟ ଅଧ୍ୟକ୍ଷ ଅମରେଶ ଠାକୁର
Read More...