Browsing Category

ଓଡିଶା

ଦଶମ ଶ୍ରେଣୀ ପରୀକ୍ଷାରେ ଏ-୧ରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଓଷ୍ଟା ତରଫରୁ ସମ୍ବର୍ଦ୍ଧିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତ ଶିକ୍ଷାବର୍ଷର ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳରେ ଉତ୍ତୀର୍ଣ୍ଣ ଲାଭ କରିଥିବା ସରକାରୀ ଓ ସରକାରୀ ସାହାଯ୍ୟପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଗୁଡିକରୁ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ଦଶମ ଶ୍ରେଣୀ ପରୀକ୍ଷରେ ଏ-୧ ଗ୍ରେଡ଼ରେ
Read More...

ଗଞ୍ଜାମ ଜିଲ୍ଲାକୁ ତିନି ପ୍ରତିଷ୍ଠିତ ଜାତୀୟ ପୁରସ୍କାର ଭାରତ ପାଇଁ ଗୌରବ ଆଣିଦେଇଛି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁଣିଥରେ ଦିଲ୍ଲୀରେ ଚମକିଛି ଗଞ୍ଜାମ ଜିଲ୍ଲା । ଜିଲ୍ଲାକୁ ମିଳିଛି ୩ଟି ପ୍ରତିଷ୍ଠିତ ଜାତୀୟ ପୁରସ୍କାର । ଜିଲ୍ଲାର ୨ଟି ପଞ୍ଚାୟତ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ପାଇଥିବା ବେଳେ ଗଞ୍ଜାମ ଜିଲ୍ଲା ନାନାଜୀ ଦେଶମୁଖ ସର୍ବୋତ୍ତମ
Read More...

ବାଲିଗୁଡ଼ାରେ ଏସ୍‌ଆଇଆର୍‌-୨୦୨୬ ସଚେତନତା : ଫୁଟବଲ ମ୍ୟାଚ୍‌ରେ ଉପଖଣ୍ଡ କ୍ରୀଡ଼ା ସଂଘର ବିଜୟ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ଏସ୍‌ଆଇଆର୍‌-୨୦୨୬ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ରୋମାଞ୍ଚକର ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚ୍ 'ପ୍ରଶାସନ ଏକାଦଶ' ଏବଂ 'ଉପଖଣ୍ଡ କ୍ରୀଡ଼ା
Read More...

ତେଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ସାହାଣଡିହିସ୍ଥିତ ଶ୍ରୀ ଜଗଦମ୍ବା ତେଲ ଫ୍ୟାକ୍ଟ୍ରିରେ ଆଜି ସକାଳେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଉକ୍ତ ଫ୍ୟାକ୍ଟ୍ରିରେ ରାଇସ ବ୍ରାନ ତେଲ ବାହାରୁଥିବା ବେଳେ ସେଠାରେ ଗୋଦାମରେ
Read More...

ବଣିକ ସଙ୍ଘର ଲଢେଇକୁ ମିଳିଲା ସରୋଜ ମେହେରଙ୍କ ସମର୍ଥନ, ପ୍ରଶାସନକୁ ଦେଲେ ସାତ ଦିନର ସମୟ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲର କ୍ଷୁଦ୍ର ବ୍ୟବସାୟୀଙ୍କ ଥଇଥାନ ଦାବିକୁ ନେଇ ଚାଲିଥିବା ଆମରଣ ଅନଶନ ଆଜି ପ୍ରତ୍ୟାହୃତ ହୋଇଛି । ଅନଶନ ସ୍ଥଳରେ ପହଞ୍ଚି ପୂର୍ବତନ ବିଧାୟକ ସରୋଜ ମେହେର ବଣିକ ସଂଘର ଦାବିକୁ ନ୍ୟାୟସଙ୍ଗତ ବୋଲି କହି ନିଜର ଦୃଢ଼ ସମର୍ଥନ ଜଣାଇଥିଲେ । ସେ ବିଡିଓ
Read More...

ଶ୍ରୀଜଗନ୍ନାଥ କଳା ସଂସ୍କୃତିର ବିଷ୍ଣୁ ମହାଯଜ୍ଞ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀଜଗନ୍ନାଥ କଳା ସଂସ୍କୃତିର ବିଷ୍ଣୁ ମହାଯଜ୍ଞ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ତଥା ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ପୌରହିତ୍ୟରେ ସେକ୍ଟର ୧୮ ସ୍ଥିତ ଉପହାର ଠାରେ ଆୟୋଜିତ ଶ୍ରୀ ଶ୍ରୀଜଗନ୍ନାଥଙ୍କ ୨୦ରୁ
Read More...

ବିଧାୟକଙ୍କୁ ସମ୍ବର୍ଦ୍ଧନା ଜଣାଇ ଦୁଇ ବିଜେଡି ନେତା ଟୁନା ଦାସ ଓ ପ୍ରମୋଦ ସାହୁ ନିଲମ୍ବିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ ପାଇଁ ବିଜେଡିରୁ ନିଲମ୍ବିତ ହୋଇଥିବା ବାଲିଗୁଡା ବିଧାୟକ ଚକ୍ରମଣି କହଁରଙ୍କୁ ବୁଧବାର ସକାଳେ ସମ୍ବର୍ଦ୍ଧନା କରି ସନ୍ଧ୍ୟାରେ ଦଳରୁ ବିଜେଡିର ଦୁଇଜଣ ସ୍ଥାନୀୟ ନେତା ନିଲମ୍ବିତ ହୋଇଛନ୍ତି । ସେ ହେଲେ ବାଲିଗୁଡା
Read More...

କଂଗ୍ରେସ କମିଟିର ସମୀକ୍ଷା ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ କଂଗ୍ରେସ କମିଟିର ସମୀକ୍ଷା ବୈଠକ । ଯୋଗ ଦେଲେ ଏ ଆଇ ସିସି ସମ୍ପାଦକ ତଥା ଓଡିଶା ସହ ପ୍ରଭାରୀ ଜେଟ୍ଟି କୁସୁମ କୁମାର । ସ୍ଥାନୀୟ ହୋଟେଲ ଇଡେନ ଭେଲ୍ଲୀ ଠାରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମୀକ୍ଷା ବୈଠକ କରାଯାଇଛି । ଏହି ବୈଠକରେ
Read More...

ରାଣୀବନ୍ଧ ଉଦ୍ଧାର କାର୍ଯ୍ୟ ବୁଲି ଦେଖିଲେ କଳିକେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସକାଳୁ ବଲାଙ୍ଗିର ବିଧାୟକ କଳିକେଶ ସିଂହଦେଓ ରାଣୀବନ୍ଧ ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି । ଏକାଥରକୁ ୧୧ ଟି ବନ୍ଧର ଉଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଛି । ଯାହା ପାଇଁ ୧୪ କୋଟି ଟଙ୍କା ଆସିଛି । ପଙ୍କ ଉଦ୍ଧାର ପରେ ସୌନ୍ଦର୍ଯ୍ୟୀକରଣ, ନାଳ କାମ ହାତକୁ
Read More...

ଛତ୍ରପୁର ମହୋତ୍ସବର ତୃତୀୟ ସନ୍ଧ୍ୟାରେ କଣ୍ଠଶିଳ୍ପୀ ଦୀପ୍ତିରେଖା ଓ କୁଲଦୀପଙ୍କ ସଙ୍ଗୀତରେ ଦର୍ଶକ ବିମୋହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଅବସରରେ ଚଳିତ ବର୍ଷ ଆହୁରି ଆକର୍ଷଣୀୟ ଅଧିକ ଉତ୍ସବ ମୁଖର ହୋଇଉଠିଛି । ଏଥିସହିତ ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାର ଗରିମାମୟ ଐତିହ୍ୟକୁ ଉଜ୍ଜୀବିତ ରଖିବା
Read More...