Browsing Category
ଓଡିଶା
ଯମୁନା ଗ୍ରାମର ଚାଷୀ ଅରକ୍ଷିତ ମହାକୁରଙ୍କ ଆକସ୍ମିକ ବିୟୋଗ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମର ଚାଷୀ ଅରକ୍ଷିତ ମହାକୁର(୫୬)ଙ୍କ ଶନିବାର ବଲାଙ୍ଗିର ଭୀମଭୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ଶୁକ୍ରବାର ହଠାତ୍ ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ!-->…
Read More...
Read More...
ବିପିୟୁଟିର ୨୪ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ
ରାଉରକେଲା, (ସସ୍ମିତା ପ୍ରଧାନ) : ୨୧ ନଭେମ୍ବର ୨୦୨୫ରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ ନେତାଜୀ ସୁଭାଷ ଅଡିଟୋରିୟମରେ ମହାସମାରୋହରେ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧିକାରୀ, କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ସମେତ!-->…
Read More...
Read More...
ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ୩୩ତମ ବାର୍ଷିକ ଉତ୍ସବ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସବଡ଼ିଭିଜନ ଅନ୍ତର୍ଗତ ପାଇକମାଲ ସ୍ଥିତ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ୩୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ଦ୍ୱାରା ୧୯୯୩ ମସିହାରେ ପ୍ରଭୁ ନୃସିଂହ ଠାକୁରଙ୍କୁ ପାଇଥିବା ଯମୁନା!-->…
Read More...
Read More...
ପୁସ୍ତକ ଉନ୍ମୋଚନ ଓ କବିତା ଆସର
ପାଟଣାଗଡ, (ଅଶୋକ କୁମାର ବାଗ) : ପାଟଣାଗଡ ମେହେର ଭବନଠାରେ ତହଁକ୍ କୁଟୁମ୍ ଏବଂ ସାଂସ୍କୃତିକ ପରିଷଦର ମିଳିତ ଆନୁକୂଲ୍ୟରେ ଏକ କୋଶଲୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି । କବି ନିରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ମୂଖ୍ୟ ଅତିଥି ଭାବେ କବି ଆଶୁତୋଷ ମେହେର, ସମ୍ମାନିତ ଅତିଥି ଭାବେ ତହଁକ!-->…
Read More...
Read More...
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚନ୍ଦନଭାଟିର ୨୨ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ
ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚନ୍ଦନଭାଟି ପକ୍ଷରୁ ଦୁଇଦିନ ଧରି ୨୨ ତମ ବାର୍ଷିକ କ୍ରୀଡା ଜାମୁଟିଆ ସ୍ଥିତ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । କ୍ରୀଡାର ଉଦଘାଟନୀ ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତି ସମ୍ପାଦକ ଡ଼. ଲକ୍ଷ୍ମଣ କୁମାର ମେହେର ମୁଖ୍ୟ!-->…
Read More...
Read More...
ପଞ୍ଚାୟତ ସ୍ତରୀୟ ପ୍ରତିଫଳିତ ଶିକ୍ଷଣ କର୍ମଶାଳା
ଆଗଲପୁର, (ସୁଶିଲ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନୁନିଆପାଲି ପଂଚାୟତର ପାଣ୍ଡେସରା କମ୍ୟୁନିଟି ହଲ ଠାରେ ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ଓ ଅଜିମ ପ୍ରେମଜୀ ଫାଉଣ୍ଡେସନ ସହାୟତାରେ ପରିଚାଳିତ କିଶୋରୀ ମାନଙ୍କ ସାମଗ୍ରିକ ବିକାଶ!-->…
Read More...
Read More...
ତମାଖୁ ମୁକ୍ତ ଅଭିଯାନ : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ମାୟାବର୍ହା ହାଇସ୍କୁଲ ପୁରସ୍କୃତ
ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ତମାଖୁ ମୁକ୍ତ ଅଭିଯାନ ଆୟୋଜିତ ହୋଇଯାଇଛି । ପ୍ରାରମ୍ଭରେ ମାୟାବର୍ହା ଆରୋଗ୍ୟ!-->…
Read More...
Read More...
ବଡଦେଓ ଲୋକ ନାଟକ ମହୋତ୍ସବ – ୨୦୨୫ ଉଦଯାପିତ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ତଥା ଲୋଇସିଂହା ଆଦିବାସୀ ଯୁବକ ସାଂସ୍କୃତିକ ସଂଘ ଓ ସୁରସଂଗମ ସାଂସ୍କୃତିକ ସଂସଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ବଡ଼ଦେଓ ଲୋକନାଟକ ମହୋତ୍ସବ -୨୦୨୫ ସମାରୋହରେ ଉଦଯାପିତ ହୋଇଯାଇଛି ।!-->…
Read More...
Read More...
କୁଡ଼ାସିଂହାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା
ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ କୁଡ଼ାସିଂହା ସ୍ଥିତ ଜ୍ଞାନ ଜ୍ୟୋତି ତପୋବନ ଶିକ୍ଷା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଦିନ ଏହି ବିଜ୍ଞାନ ମେଳାରେ ବଲାଙ୍ଗିର, କୁଡାସିଂହା, ଫାସଡ଼ ଓ ଶିବତଲା ଶାଖାର ୨୫୦ଜଣ ଶିଶୁ!-->…
Read More...
Read More...
ବରପାଲି ପଡ଼ା ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ଶିବିର
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡା (ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ) ତରଫରୁ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ସ୍ଵାସ୍ଥ୍ୟ ସେବା ଶିବିର ବରପାଲିପଡ଼ା ଭଗବତ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରରେ!-->…
Read More...
Read More...